• Home
  • News
  • ବିମାନବନ୍ଦରରୁ ପୁଣି ୨୧ଲକ୍ଷର ସୁନା ଜବତ
News

ବିମାନବନ୍ଦରରୁ ପୁଣି ୨୧ଲକ୍ଷର ସୁନା ଜବତ

ପୁଣି ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ଜବତ ହେଲା ସୁନା । ସୁନାର ଓଜନ ପ୍ରାୟ ୬୯୦ ଗ୍ରାମ ଯାହାର ମୂଲ୍ୟ ପ୍ରାୟ ୨୧ ଲକ୍ଷରୁ ଅଧିକ । ଜବତ ସୁନା କ୍ୱାଲାଲାମପୁରରୁ ଆସିଥିବା ଜଣା ପଡିଛି ।

ଉକ୍ତ ସୁନାକୁ ଏକ ଟ୍ରଲି ବ୍ୟାଗର ଆଲୁମିନିୟମ ଲାଇନିଙ୍ଗରେ ଲୁଚାଇ ଆଣିବା ବେଳେ ଧରାପଡ଼ିଛି। ଚେନ୍ନାଇରୁ ଏୟାର ଏସିଆ ବିମାନରେ ଆସିଥିବା ଚାଲାଣକାରୀଙ୍କୁ କଷ୍ଟମ୍‌ ବିଭାଗ ଧରିଛି।

gld ବିମାନବନ୍ଦର ବିମାନବନ୍ଦରରୁ ପୁଣି ୨୧ଲକ୍ଷର ସୁନା ଜବତ g

ସୂଚନାଯୋଗ୍ୟ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଦେଇ ବ୍ୟାଙ୍ଗଙ୍କକ୍‌ ଓ କ୍ୱାଲାଲାମ୍ପୁରୁ ସୁନା ଚାଲାଣ ହେବା ନୂଆ ଘଟଣା ନୁହେଁ। କାରଣ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଛି। ସାର୍ଟ ବୋତାମ, ଜୋତା, ପେଷ୍ଟ ଫର୍ମ, ଭ୍ୟାନିଟି ବ୍ୟାଗ, ମଳଦ୍ୱାର ଓ ହାତ କଡ଼ାରେ ଲୁଚାଇ ଚାଲାଣ ହେଉଥିବା ସମୟରେ ଅଭିଯୁକ୍ତମାନେ ଗିରଫ ହୋଇଛନ୍ତି।

ପଢନ୍ତୁ;ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ

Related posts

କ’ଣ ପ୍ରକୃତରେ ଅଟଳ ଜୀ ଆଉ ନାହାନ୍ତି? କେମିତି କହିଦେବି, କେମିତି ମାନିନେବି, ସେ ଆଉ ନାହାନ୍ତି ବୋଲି: ପ୍ରଧାନମନ୍ତ୍ରୀ

Krishna Kumar Manoj

ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସର ୬ ଘଣ୍ଟିଆ ଚକା ଜାମ୍ !

Krishna Kumar Manoj

‘ମୁଁ ହିରୋ, ମୁଁ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More