• Home
  • Entertainment
  • ୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’
Entertainment

୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’

୧୫ ଅଗଷ୍ଟରେ ରିଲିଜ ହୋଇଥିବା ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ଫିଲ୍ମ ଗୋଲ୍ଡ ୧୦୦ କୋଟି କ୍ଳବରେ ସାମିଲ ହୋଇଛି। ଭାରତୀୟ ବଜାରରେ ଗୋଲ୍ଡ ପ୍ରଥମ ସପ୍ତାହରେ ୮୯.୩୦ କୋଟି ରୋଜଗାର କରିଥିବା ବେଳେ ଦ୍ବିତୀୟ ସପ୍ତାହରେ ୯.୭୦ କୋଟି ଟଙ୍କା ବ୍ୟବସାୟ କରିଥିଲା । ୨୦୧୮ରେ ୧୦୦ କୋଟି ବ୍ୟବସାୟ କରିଥିବା ଗୋଲ୍ଡ ହେଉଛି ୮ ନମ୍ବର ଫିଲ୍ମ । ୮୫ କୋଟି ଟଙ୍କାରେ ନିର୍ମିତ ହୋଇଥିବା ଗୋଲ୍ଡ ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି।

gold ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହେଲା ଅକ୍ଷୟ କୁମାରଙ୍କ ‘ଗୋଲ୍ଡ’ gold

ଚଳିତ ବର୍ଷ ରିଲିଜ୍‌ ହୋଇଥିବା ୮ଟି ଫିଲ୍ମ ଶହେ କୋଟି କ୍ଲବରେ ସାମିଲ ହୋଇଛି। ସେଥିମଧ୍ୟରୁ ‘ଗୋଲ୍ଡ’ ଅନ୍ୟତମ। ଅନ୍ୟ ଗୁଡିକ ହେଉଛି ପଦ୍ମାବତ, ସୋନୁ କେ ଟିଟୁ କି ସ୍ବିଟି, ରେଡ୍‌, ବାଗି-୨, ରାଜି, ରେସ୍‌-୩ ଓ ସଞ୍ଜୁ

ପଢନ୍ତୁ;ବାସ୍ତୁଶାସ୍ତ୍ର ଅନୁସାରେ ଅନ୍ୟଠାରୁ ଭୁଲରେ ଗ୍ରହଣ କରନ୍ତୁ ନାହିଁ ଏହି ସବୁ ଉପହାର

Related posts

ଲୋକପ୍ରିୟ ନିର୍ଦ୍ଦେଶକ ଶିଶିର ମିଶ୍ରଙ୍କୁ ପଦ୍ମଶ୍ରୀ ସମ୍ମାନ

Krishna Kumar Manoj

ଚୀନରେ ମାତ୍ର ଦୁଇ ଦିନରେ ୧୦୦ କୋଟି ଟଙ୍କା ବ୍ୟବସାୟ କଲା : ଅମିରଙ୍କ ଫିଲ୍ମ

Krishna Kumar Manoj

ରିଲିଜ ହେଲା କମଲ ହାସନଙ୍କ ଫିଲ୍ମ ‘ବିଶ୍ୱରୂପମ-୨’ର ଟ୍ରେଲର

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More