News

ଟିକଟକ୍ ଏବଂ ହେଲୋ ଉପରେ ଖୁବଶୀଘ୍ର ଲାଗିପାରେ ବ୍ୟାନ୍

Untitled 1

କେନ୍ଦ୍ର ସରକାର ସୋଶାଲ ମିଡିଆ ପ୍ଲାଟଫର୍ମ ଟିକଟିକ୍ ଏବଂ ହେଲୋକୁ ବ୍ୟାନ କରିପାରନ୍ତି। ସରକାରଙ୍କ ତରଫରୁ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଟିକଟକ୍ ଏବଂ ହେଲୋକୁ ନୋଟିସ୍ ପଠାଯାଇଛି । ଏହି ନୋଟିସ୍ ରେ ସରକାର କମ୍ପାନୀଙ୍କୁ ୨୧ ଟି ପ୍ରଶ୍ନ ପଚାରିଛନ୍ତି ଏବଂ ଏହାର ସନ୍ତୋଷଜନକ ଉତ୍ତର ନଦେଲେ ବ୍ୟାନ୍ କରିବା ପାଇଁ ନୋଟିସ୍ ଜାରି କରିଛନ୍ତିି ।

ସୂଚନାଯୋଗ୍ୟ,  ଆରଏସଏସ୍  ସହ ଜଡିତ ଥିବା ଏହି ସ୍ୱଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀଙ୍କୁ ଏନେଇ ଅଭିଯୋଗ କରିଥିଲେ ଯେ ଏହି ପ୍ଲାଟଫର୍ମରେ ଦେଶ ବିରୋଧୀ ଗତିବିଧିକୁ ବଢାଇବା ଭଳି କାର୍ଯ୍ୟ କରାଯାଉଛି । ଏହି ଅଭିଯୋଗକୁ ଆଧାର କରି ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରାଳୟକୁ ନୋଟିସ୍ ପଠାଯାଇଛି । ଏବେ ଟିକଟକ୍ ଏବଂ ହେଲୋ ପ୍ରାଥମିକ ଭାବରେ ମିଳିତ ଉତ୍ତର ରଖି କହିଛନ୍ତି ଯେ ତାଙ୍କର କୌଣସି ଉଦ୍ଦେଶ୍ୟ ନାହିଁ ଟେକ୍ନୋଲଜିକୁ ଦେଶ ବିରୋଧୀ କାର୍ଯ୍ୟରେ ବ୍ୟବହାର କରିବାରେ। ତେବେ ଲୋକଙ୍କ ଡାଟା ସରକାରଙ୍କୁ କେବେ ବି ଟ୍ରାନ୍ସଫର କରାଯିବ ନାହିଁ ବୋଲି ବିଶ୍ୱାସ ଦିଆଯାଇଛି ।

ପଢନ୍ତୁ: ରାଜଧାନୀ ଆସୁଛନ୍ତିକି! ସାବଧାନ୍ ଭୁବନେଶ୍ଵର ରାସ୍ତାରେ ଅପେକ୍ଷା କରିଛି ମୃତ୍ୟୁ

Related posts

ସର୍ବଭାରତୀୟ ପରିବହନ ଧର୍ମଘଟ ଡାକରା: ଆଜି ଗଡିବନି ଅଟୋ,ଟ୍ୟାକ୍ସି

ENO Beuro

କଂଗ୍ରେସର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଲେ ରଞ୍ଜୀବ ବିଶ୍ୱାଳ

Ratnamani Moharana

Reflective Collar Belts For Stray Animals – Animal Welfare Trust

ENO Beuro

Leave a Comment