Loading...

ଆଜି ଓଡ଼ିଶା ଛାଡ଼ିବେ ରାଜ୍ୟପାଳ ଗଣେଶୀ ଲାଲ, ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ଆଜି ଓଡ଼ିଶା ଛାଡ଼ିବେ ରାଜ୍ୟପାଳ ଗଣେଶୀ ଲାଲ, ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଓଡ଼ିଶା ଛାଡ଼ିବେ। ସେହିପରି ନୂଆ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ତାରିଖରେ ଓଡ଼ିଶା ଆସିବେ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶୁକ୍ରବାର ଓଡ଼ିଶା ଛାଡ଼ିବେ। ସେହିପରି ନୂଆ ରାଜ୍ୟପାଳ ରଘୁବର ଦାସ ଆସନ୍ତା ୨୯ତାରିଖରେ ଓଡ଼ିଶା ଆସିବେ। ଅକ୍ଟୋବର ୩୧ରେ ଶପଥ ନେବେ। ହାଇକୋର୍ଟ ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ ଶପଥ ପାଠ କରାଇବେ। ଲୋକସେବା ଭବନ କନଭେନ‌୍‌ସନ୍‌ ସେଣ୍ଟର କି ରାଜଭବନରେ ଏହି ଶପଥ ପାଠ ଉତ୍ସବ ହେବ ସେନେଇ ଏ ପର୍ଯ୍ୟନ୍ତ କିଛି ସ୍ଥିର ହୋଇନି। 

ସୂଚନାନୁସାରେ, ଗୁରୁବାର ବିଦାୟୀ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କୁ ରାଜଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.