News

୨୦୧୯ରେ ‘ଆଟ୍‌ ହୋମ୍‌’ ପାର୍ଟି ଆୟୋଜନ କରିବେନି ରାଜ୍ୟପାଳ

Pa

ଏଥର ପାଳନ ହେବନି ଆଟ୍ ହୋମ୍  ବନ୍ଧୁ ମିଳନ ସମାରୋହ । ବାତ୍ୟା ଫୋନିର ତାଣ୍ଡବ ପରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ରାଜ୍ୟର ବିଭିନ୍ନ ଜିଲ୍ଲା । ଫୋନିକୁ ମାସେ ପୁରିଥିଲେ ବି ପୁନରୁଦ୍ଧାର କାର୍ଯ୍ୟ ଚାଲୁ ରହିଛି । ତେବେ ରାଜ୍ୟର ଏଭଳି ଦୁଃଖଦ ସମୟରେ ଆଟ୍‌ ହୋମ୍‌ ସେଲିବ୍ରେସ ନକରିବାକୁ ନିଷ୍ପତ୍ତି ନେଇଛନ୍ତି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ।ଏ ନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି।

ପ୍ରତିବର୍ଷ ସ୍ୱାଧୀନତା ଦିବସ ଓ ସାଧାରଣତନ୍ତ୍ର ଦିବସ ଅବସରରେ ରାଜଭବନରେ ‘ଆଟ୍‌ ହୋମ୍‌ ’ସମାରୋହ ଆୟୋଜନ କରାଯାଇଥାଏ।

ପଢନ୍ତୁ: ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ

 

 

Related posts

ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ଇମ୍ରାନ୍‌ ଖାନ୍‌

ENO Beuro

ଏୟାର କଣ୍ଡିସନର ତାପମାତ୍ରାରେ ଲଗାମ ୨୪ ଡିଗ୍ରିରୁ ତଳକୁ ଖସିବନି

ENO Beuro

୬ରୁ ଆରମ୍ଭ ଯୁକ୍ତ୨ ନାମଲେଖା ପ୍ରକ୍ରିୟା

Ratnamani Moharana

Leave a Comment