EnewsOdia.Com

ଶ୍ରୀ ମନ୍ଦିରରେ ଜଗନ୍ନାଥଙ୍କୁ ଦର୍ଶନ କଲେ ଗୋବିନ୍ଦା

ବହୁ ସୁପରହିଟ୍ ଫିଲ୍ମର ନାୟକ ତଥା  ବଲିଉଡର ଲୋକପ୍ରିୟ ଅଭିନେତା ଗୋବିନ୍ଦା ଆହୁଜା ଗତକାଲି ରାତି ପ୍ରାୟ ସାଢ଼େ ୯ଟାରେ ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଗୋବିନ୍ଦାଙ୍କ ସହ ତାଙ୍କର ଧର୍ମପତ୍ନୀ ସୁନୀତା ଆହୁଜା ବି ପୁଣି ଥରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ଦିନକ ଆଗରୁ ସୁନୀତା ଏକୁଟିଆ ଆସି ମହାପ୍ରଭୁଙ୍କ ଦର୍ଶନ କରି ଫେରିଥିଲେ  ଗତକାଲି ପୁନର୍ବାର ଦୁଇଜଣ ସାଙ୍ଗ ହୋଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ କୃପା ଲାଭ କରିଛନ୍ତି।

ସୂଚନାଯୋଗ୍ୟ, ଦୁଇଜଣ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ଧରି ଶ୍ରୀମନ୍ଦିର ଭିତରେ ରହିବା ସହ ମହାପ୍ରଭୁଙ୍କ ବଡ଼ସିଂହାର ବେଶ ଦର୍ଶନ କରି ଫେରିଥିଲେ। ମହାପ୍ରଭୁଙ୍କ ଦର୍ଶନ ସାରି ଉଭୟ ଭୁବନେଶ୍ବର ଫେରି ଯାଇଥିଲେ।

ପଢନ୍ତୁ: ଜାଲ ହିତାଧିକାରୀ ଧରିବ ଆଧାର, ସରକାରୀ ଯୋଜନାରେ ବାଧ୍ୟତାମୂଳକ ଆଧାର ସଂଯୋଗ

ସମ୍ବନ୍ଧିତ ଖବର

ବଢିବ କି ବିଦ୍ୟୁତ ଦର!

Ratnamani Maharana

ଚର୍ଚ୍ଚାରେ ଚୁଇଙ୍ଗମ ମ୍ୟାନ ବେନ ବିଳ୍ସନ

Ratnamani Maharana

ଆସନ୍ତା ମାର୍ଚ୍ଚ ୧୫ ତାରିଖରେ ଅନୁଷ୍ଠିତ ହେବ ରୁଚି ୧୦ମ ଓଡିଆ ଫିଲ୍ମ ଫେୟାର ଆୱାର୍ଡ୍ସ

Ratnamani Maharana

ମାଗଣା ସେବା ଦେଉଛି ରାପିଡୋ

Ratnamani Maharana

ଗୁଟ୍‌ଖା ନିଷେଧକୁ ୭ ବର୍ଷ: ଗଳାବାଟରେ ମାଲାମାଲ୍ ଗୁଟ୍‌ଖା କମ୍ପାନି

Ratnamani Maharana

ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ି ହେଲା ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍ ଇକୋ-ରିଟ୍ରିଟ୍

Ratnamani Maharana