୩ ମାସ ବଢିଲା ମାଗଣାରେ ଆଧାର ବିବରଣୀ ଅପ୍ଡେଟ୍
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
Loading...
କେନ୍ଦ୍ର ସରକାର ବୁଧବାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା (PMGKAY) ରେ ମାଗଣା ରାସନ କୋଟା ୩ ମାସ ପାଇଁ ବୃଦ୍ଧି କରିଛନ୍ତି ।
କେନ୍ଦ୍ର ସରକାର ବୁଧବାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଅନ୍ନ ଯୋଜନା (PMGKAY) ରେ ମାଗଣା ରାସନ କୋଟା ୩ ମାସ ପାଇଁ ବୃଦ୍ଧି କରିଛନ୍ତି । ପ୍ରାୟ ୮୦ କୋଟି ଲୋକଙ୍କୁ ୩ ମାସ ବା ଡିସେମ୍ବର ୨୦୨୨ ଯାଏ ଏହି ମାଗଣା ରାସନ ଦେବା ପାଇଁ ୪୪,୭୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ବୋଲି କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ପ୍ରକାଶ କରିଛନ୍ତି ।ମାସକୁ ମୁଣ୍ଡ ପିଛା ୫ କେଜି ଖାଦ୍ୟ ଶସ୍ୟ ଦେବା ପାଇଁ PMGKAY ମାର୍ଚ୍ଚ ୨୦୨୦ରେ ଆରମ୍ଭ ହୋଇଥିଲା । ଖାଦ୍ୟ ସୁରକ୍ଷା ଆକ୍ଟ ଅନୁଯାୟୀ ଏଥିରେ ପ୍ରାୟ ୮୦ କୋଟି ଗରୀବ କୋଭିଡ ସମୟରେ ଲାଭବାନ ହୋଇଥିଲେ । କୋଭିଡ ପରିସ୍ଥିତି ଜାରି ରହିବା ପରେ ସରକାର ଏହାର ଅବଧି ୨୦୨୧ ଅପ୍ରେଲ ଯାଏ ବୃଦ୍ଧି କରିଥିଲେ । ପରେ ପୁଣି ଏହାକୁ ନଭେମ୍ବର ୨୦୨୧ ଯାଏ ବୃଦ୍ଧି କରିଥିଲେ । ପରେ ପୁଣି ଏହାକୁ ସେପ୍ଟେମ୍ବର ୨୦୨୨ ଯାଏ ବୃଦ୍ଧି କରାଯାଇଥିଲା । ଏବେ ସରକାର ପୁଣି ଥରେ ଡିସେମ୍ବର ମାସ ଯାଏ ବୃଦ୍ଧି କରିଥିବା ଜଣାଯାଇଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ଯେଉଁମାନଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଆଧାର କାର୍ଡ ରହିଛି ତାହାର ବିବରଣୀକୁ ଅପ୍ଡେଟ୍ କରାଇବା ଲାଗି ୟୁଆଇଡିଏଆଇ ପକ୍ଷରୁ ଲୋକମାନଙ୍କୁ ଆହ୍ବାନ ଦିଆଯାଇଛି।
‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍ପୋଲ୍’ ଜାରି କରିଥିବା ‘ରେଡ୍ ନୋଟିସ୍’ ଆଧାରରେ ‘ମହାଦେବ ଅନ୍ଲାଇନ୍ ବେଟିଙ୍ଗ୍ ଆପ୍’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।
ଧନୁ ସଂକ୍ରାନ୍ତିଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ପୌଷ ମାସ ଉପଲକ୍ଷେ ସର୍ବସାଧାରଣଙ୍କୁ ସକାଳୁ ମିଳିବ ଅବଢ଼ା। ଏହାସହ ମନ୍ଦିରରେ ଭୋର୍ ୫ଟାରେ ମଙ୍ଗଳ ଆଳତି, ସାଢ଼େ ୫ଟାରେ ହୋମ, ୬ଟାରେ ମହାସ୍ନାନ କରାଯାଇ ସକାଳ ୭ଟାରେ ସକାଳ ଧୂପ ସମାପନ ହେବାନେଇ ସୂଚନା ଦେଇଛି ପ୍ରଶାସନ।