News

ଅଢେଇ ଟଙ୍କା କମିଲା ପେଟ୍ରୋଲ ଓ ଡିଜେଲ ଦର

govt

ଓଡ଼ିଶାରେ ପେଟ୍ରୋଲ, ଡିଜେଲ କମିଲା ଟ ୩.୧୫

ତେଲ ତାତିରୁ ସାମାନ୍ୟ ଆଶ୍ଵସ୍ତି ହୋଇଛନ୍ତି ସାଧାରଣ ଜନତା। ଦେଶର ୧୨ଟି ରାଜ୍ୟ ତୈଳ ଦରରେ ୨.୫୦ ପଇସା କମ୍ କରିଛନ୍ତି ।ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨.୫୦ ପଇସା ଲେଖାଏଁ କମାଇବା ପରେ ସମ୍ପୃକ୍ତ ରାଜ୍ୟରେ ତୈଳ ଦର ୫ ଟଙ୍କା ଲେଖାଏଁ କମିଛି ।

govt

ଏହି ରାଜ୍ୟଗୁଡ଼ିକ ହେଲା ଉତ୍ତର ପ୍ରଦେଶ, ଗୁଜରାଟ, ହରିଆଣା, ମଧ୍ୟପ୍ରଦେଶ, ଛତିଶଗଡ଼, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଆସାମ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ତ୍ରିପୁରା, ଗୋଆ । ତେବେ ମହାରାଷ୍ଟ୍ର ସରକାର କେବଳ ପେଟ୍ରୋଲ ଉପରୁ ଅଢ଼େଇ ଟଙ୍କା ଛାଡ଼ କରିଛନ୍ତି । ଅନ୍ୟ ସବୁ ରାଜ୍ୟରେ ତେଲ ଦର ୨.୫୦ ପଇସା କମିଛି।

ଏହା ଫଳରେ ଓଡ଼ିଶାରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଲିଟର ପିଛା ମୋଟ ୩ ଟଙ୍କା ୧୫ ପଇସା ହ୍ରାସ ହେଉଛି। ଏ କ୍ଷେତ୍ରରେ ତୈଳ ମୂଲ୍ୟ ହ୍ରାସରେ ଓଡ଼ିଶାର ୬୫ ପଇସା ଯୋଗଦାନ ରହୁଛି। ଆଜି ଓଏମ୍‍ସିଗୁଡିକ ତୈଳ ମୂଲ୍ୟରେ ଯେଉଁ ୧ ଟଙ୍କା ହ୍ରାସ ଘଟାଉଛନ୍ତି ପୂର୍ବରୁ ତୈଳ କମ୍ପାନୀଗୁଡିକ ସେମାନଙ୍କର ତେଲର ମୂଳ ଦରରେ ହ୍ରାସ ଘଟାନ୍ତୁ ବୋଲି ଓଡ଼ିଶା ପକ୍ଷରୁ ଦାବି କରାଯାଇଥିବା ଶ୍ରୀ ବେହେରା କହିଛନ୍ତି।

ପଢନ୍ତୁ; କାର୍‌ ଭିତରୁ ମହିଳାଙ୍କ ମୃତଦେହ ମିଳିବା ଘଟଣା: ମାରୁ ମାରୁ ମାରି ଦେଲି …..

Related posts

୨୦ରେ ଓଡିଶା ଆସିବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ

ENO Beuro

ରେଳ କ୍ଷେତ୍ରରେ ଭାରତ, କୋରିଆ ସହଯୋଗ ବୁଝାମଣା ନେଇ ଅବଗତ ହେଲେ କ୍ୟାବିନେଟ

ENO Beuro

ଜାମ୍ମୁ-କାଶ୍ମୀର: ପଥରମାଡରେ ଯବାନ ସହିଦ

ENO Beuro

Leave a Comment