EnewsOdia.Com

କାଳୀପୂଜା ପାଇଁ ଛୁଟି ଭଦ୍ରକ ସରକାରୀ ଅଫିସ୍

ସାରା ଦେଶରେ କାଳୀପୂଜା ଚାଲିଛି । ତେବେ ଭଦ୍ରକର କାଳୀପୂଜା ବେଶ ପ୍ରସିଦ୍ଧ। ସପ୍ତମାତୃକା ବେଶରେ ସାତ ଦିନରେ ସାତଟି ବେଶରେ ଦର୍ଶନ ଦେବେ ମାଆ ।ଆଜି ଦ୍ବିତୀୟ ଦିନରେ ମାଆ ମହାକାଳି ବେଶରେ ଦର୍ଶନ ଦେଉଛନ୍ତି । ମାଆଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି । ଏଥିପାଇଁ ଭଦ୍ରକ ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ଘୋଷଣା କରାଯାଇଛି |

ଭଦ୍ରକ ଜିଲ୍ଲାପାଳ ଦିନକ ପାଇଁ ଛୁଟି ଘୋଷଣା କରିଛନ୍ତି।  ଫଳରେ ଆଜି ସମସ୍ତ ସରକାରୀ ଅଫିସ୍‌ ବନ୍ଦ ରହିବ। ,କିନ୍ତୁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ରହିବ ବୋଲି ଜଣାଯାଇଛି। ସୂଚନାଯୋଗ୍ୟ, ଏଥର ଭଦ୍ରକ ସହରରେ ୧୧ଟି କାଳୀ ମେଢ଼ ହୋଇଛି` ୯ ଦିନ ଧରି ଏଠି ପୂଜା ଚାଲିବ।

ପଢନ୍ତୁ: କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

ସମ୍ବନ୍ଧିତ ଖବର

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

Ratnamani Maharana

କାଶ୍ମୀରରେ ଭୀଷଣ ତୁଷାରପାତ

Ratnamani Maharana

ଆଜି ସାରା ଦେଶରେ ୨୪ ଘଣ୍ଟିଆ ବ୍ୟାଙ୍କ ଧର୍ମଘଟ

Ratnamani Maharana

ଅନ୍‌ଲାଇନ୍‌ରେ ୨୦୦୦ ଟଙ୍କାରେ ବିକ୍ରି ହେଉଛି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡର ତଥ୍ୟ

Ratnamani Maharana

ପୁଣି ବଢିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ

Ratnamani Maharana

ପଲିସି ବନ୍ଦ କରିବାକୁ ଯାଉଛି ଏଲଆଇସି

Ratnamani Maharana