SPORTS

ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା:ଦୂତି ପାଇବେ ଦେଢ କୋଟି

dutee

ଦୈାଡ଼ ରାଣୀ ଦୂତି ଚାନ୍ଦ ଏସୀୟ କ୍ରୀଡ଼ାରେ ରୈାପ୍ୟ ପଦକ ହାସଲ କରିଥିବାରୁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଇଣ୍ଡୋନେସିଆାର ଜାକର୍ତାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ଶହେ ମିଟର ଦୂରତାକୁ ୧୧.୩୨ ସେକେଣ୍ଡରେ ଅତିକ୍ରମ କରି ଗତକାଲି ଦେଶ ପାଇଁ ରୈାପ୍ୟ ପଦକ ଜିତିଥିଲେ। ଏହା ଓଡ଼ିଶା ପାଇଁ ଏକ ଗର୍ବର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

dutee

ଓଡିଶାରେ ଅତିଶୀଘ୍ର ଏକ ଉଚ୍ଚମାନର ଆଥେଲେଟିକ ଏକାଡେମୀ ସ୍ଥାପନ କରାଯିବ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ପୁରସ୍କାର ପାଇଁ ଦୂତିଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଭଳି ପ୍ରୋତ୍ସାହନ ଅନ୍ୟ ଖେଳାଙ୍କୁ ଉତ୍ସାହିତ କରିବ ବୋଲି ପରିବାର ପକ୍ଷରୁ କୁହାଯାଇଛି।

ପଢନ୍ତୁ;ବହୁତ ଦିନପରେ ପୁଣି ଏକାଠି ନଜର ଆସିଲେ ମଲାଇକା ଏବଂ ଅର୍ଜୁନ୍

Related posts

ଆଇପିଏଲ୍‌ରେ ପ୍ରଥମ ବିଜୟ ହାସଲ କଲା ରାଜସ୍ଥାନ ରୋୟାଲ୍ସ

Ratnamani Moharana

ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ

ENO Beuro

ଜୁନିଅର ବିଶ୍ୱକପ : ଜିମ୍ବାଓ୍ବେକୁ ୧୦ ଉଇକେଟରେ ହରାଇଲା ଭାରତ

ENO Beuro

Leave a Comment