POLITICALS

ମହାପ୍ରଭୁଙ୍କୁ ଦର୍ଶନ କଲେ ଆମିକସ କ୍ୟୁରି ଓ ସଲିସିଟର ଜେନେରାଲ

Vlcsnap 2019 09 07 11h18m11s143

ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ  ଆମିକସ କ୍ୟୁରି । ଆଜି ସକାଳ ୭ଟା ୧୫ ମିନିଟରେ ଆମିକସ କ୍ୟୁରି ରଞ୍ଜିତ କୁମାର ଏବଂ ସଲିସିଟର ଜେନେରାଲ ତୁଷାର ମେହେଟା  ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି । ଉଭୟ ବେଢ଼ା ମଧ୍ୟକୁ ଯାଇ ରୋଷଘର ଚତୁର୍ପାଶ୍ୱରେ ବୁଲିବା ସହ ଭିତରର ସ୍ଥିତି ଦେଖିବା ପରେ ଚାହାଁଣି ମଣ୍ଡପରୁ ଏମାର ମଠର ଭଗ୍ନାଂଶ ଓ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଉଚ୍ଛେଦ ନିମନ୍ତେ ସରକାର ନେଇଥିବା ନିଷ୍ପତ୍ତି ଠିକ୍‌: ଆମିକସ୍‌ କ୍ୟୁରି

ଉଚ୍ଛେଦ ନିମନ୍ତେ ସରକାର ଗ୍ରହଣ କରିଥିବା ନିଷ୍ପତ୍ତି ଠିକ୍‌ ଏବଂ ସ୍ୱାଗତ ଯୋଗ୍ୟ। ଏହାକୁ ବନ୍ଦ କରା ନ ଯିବା ଉଚିତ ବୋଲି ଶନିବାର ପୂର୍ବାହ୍ନରେ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିବା ଆମିକସ୍‌ କ୍ୟୁରି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି।ଏହା ସରକାରଙ୍କର ଉତ୍ତମ ପରିକଳ୍ପନା ଜନସାଧାରଣ ଏଥିରେ ସହଯୋଗ କରିବା କଥା। ୨୫ ବର୍ଷରେ ଥରେ ନାଗାର୍ଜୁନ ବେଶ  ହୁଏ। ଆସନ୍ତା ବର୍ଷ ଏହି ବେଶ ହେବ। ଏହି ଅବସରରେ ପୁରୀରେ ପ୍ରାୟ ୧୫ ଲକ୍ଷ ଲୋକ ସମବେତ ହେବେ। ଏହାକୁ ଦୃଷ୍ଟିରେ ରଖି ସରକାର ସମୁଚ୍ଚିତ ପଦକ୍ଷେପ ଗ୍ରହଣ କରିଛନ୍ତି।

ପଢନ୍ତୁ: ବିକ୍ରମ ସହ ଯୋଗାଯୋଗ ଚ୍ଛିନ୍ନ ପରେ ମଧ୍ୟ ଚନ୍ଦ୍ରପୃଷ୍ଠରେ ଅଭିଯାନ ଜାରି ରଖିଛି ଅର୍ବିଟର

Related posts

ବିଜେଡ଼ିକୁ ପ୍ରତ୍ୟୁଷାଙ୍କ ଧମକ: ଦଳୀୟ ଟିକେଟ ବିନା ମଧ୍ୟ ନୟାଗଡ଼ରୁ ଲଢିବି

Ratnamani Moharana

ଭୁବନେଶ୍ଵରରେ ନିର୍ବାଚନୀ ହିଂସା: ଜଗନ୍ନାଥ ଓ ଅନନ୍ତଙ୍କୁ ବୋମା ମାଡ

Ratnamani Moharana

କଂଗ୍ରେସ ରୋଡ ଶୋ’ରେ ଶୁଭିଲା ମୋଦୀଙ୍କର ଜୟକାର: କଂଗ୍ରେସ ଓ ବିଜେପି କର୍ମୀ ମୁହାଁ ମୁହିଁ

Ratnamani Moharana