Loading...

ଏଣିକି ବିନା ଇଣ୍ଟରନେଟରେ ଲାଇଭ ଟିଭିର ମଜା ନେଇପାରିବେ ଗ୍ରାହକ

ଏଣିକି ବିନା ଇଣ୍ଟରନେଟରେ ଲାଇଭ ଟିଭିର ମଜା ନେଇପାରିବେ ଗ୍ରାହକ

ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତର ନାଗରିକମାନେନା ଇଣ୍ଟରନେଟରେ ଲାଇଭ ଟିଭିର ମଜା ନେଇପାରିବେ। ଏନେଇ ସାଧାରଣ ଲୋକଙ୍କ ପାଇଁ ସରକାର ଆଶ୍ଚର୍ଯ୍ୟଜନକ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି, ବର୍ତ୍ତମାନ ଆପଣ ବିନା ଫୋନରେ ଲାଇଭ ଟିଭି ଉପଭୋଗ କରିପାରିବେ।

ଆସନ୍ତା ବର୍ଷ ଶେଷ ସୁଦ୍ଧା ଭାରତର ନାଗରିକମାନେନା ଇଣ୍ଟରନେଟରେ ଲାଇଭ ଟିଭିର ମଜା ନେଇପାରିବେ। ଏନେଇ ସାଧାରଣ ଲୋକଙ୍କ ପାଇଁ ସରକାର ଆଶ୍ଚର୍ଯ୍ୟଜନକ ଟେକ୍ନୋଲୋଜି ଉପରେ କାମ କରୁଛନ୍ତି, ବର୍ତ୍ତମାନ ଆପଣ ବିନା ଫୋନରେ ଲାଇଭ ଟିଭି ଉପଭୋଗ କରିପାରିବେ। ଦେଶର ଯେ କୌଣସି କୋଣରୁ ମୋବାଇଲରେ ଲାଇଭ ଟିଭି ସୁବିଧା ଉପଲବ୍ଧ ହେବ। ଏହାର ଅର୍ଥ ବର୍ତ୍ତମାନ ଘରେ ଟିଭି ଦେଖିବାର କୌଣସି ଆବଶ୍ୟକତା ନାହିଁ। କିନ୍ତୁ ଅନ୍ୟପକ୍ଷରେ ଟେଲିକମ କମ୍ପାନୀଗୁଡିକ ସରକାରଙ୍କ ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ଥିବା ଜଣାପଡିଛି। 

 

ସୂଚନାନୁସାରେ, ଏହି ଟେକ୍ନୋଲୋଜି ପାଇଁ ଭାରତ କୋରିଆ ଏବଂ ଆମେରିକା ସହ ଆଲୋଚନା କରୁଛି। ଏହି ଟେକ୍ନୋଲୋଜି ପାଇଁ ଫୋନର ମୂଲ୍ୟ ୩୦ ଡଲାର ପର୍ଯ୍ୟନ୍ତ ବୃଦ୍ଧି ପାଇବ ।ଯଦି ଆମେ ମୋବାଇଲ ଫୋନର ମୂଲ୍ୟ ବୃଦ୍ଧି ବିଷୟରେ ଆଲୋଚନା କରିବା, ତେବେ ଉପକରଣ ତିଆରି କରୁଥିବା କମ୍ପାନୀଗୁଡିକୁ ସରକାର ଟିକସ ଛାଡ କରିପାରିବେ। ଯେଉଁଥିପାଇଁ ଖର୍ଚ୍ଚ ବଢ଼ିବାର ସମସ୍ୟା ବହୁ ପରିମାଣରେ ସମାଧାନ ହୋଇପାରିବ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.