LIFESTYLE

ଆପଣ ଜାଣନ୍ତି କି ? ଏହି ସବୁଜ ପରିବା ଟି ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ

ଖାଦ୍ୟ ଆମ ଜୀବନର ଏକ ଅପରିହାର୍ଜ୍ୟ ଅଙ୍ଗ । ଖାଦ୍ୟ ବିନା ଜୀବନ ସମ୍ଭବ ନୁହେଁ । ତେବେ  କେବଳ ବଞ୍ଚିବା ପାଇଁ ନୁହେଁ , ଶକ୍ତି ପାଇବା ପାଇଁ ଓ ରୋଗଠାରୁ ରକ୍ଷା ପାଇବ ପାଇଁ ମଧ୍ୟ ଆମେ ଅନେକ ଖାଦ୍ୟ ଖାଇଥାଉ । କିଛି ଖାଦ୍ୟ ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ମଧ୍ୟ ସାହାଯ୍ୟ କରିଥାଏ । ସବୁଜ ପରିବା ସେଥିରୁ ଅନ୍ୟତମ।

ଦୈନନ୍ଦିନ ଜୀବନରେ ଆମେ ଅନେକ ପରିବା ଖାଇଥାଉ । ସେଥିମଧ୍ୟରୁ ବାଇଗଣ ଅନ୍ୟତନ । ଏଥିରେ ଭରପୂର ମାତ୍ରାରେ ଭିଟାମିନ୍ ଅଛି।  ୮୨ ଗ୍ରାମ୍‌ ବାଇଗଣରେ ୧୧ ପ୍ରତିଶତ ଫାଇବର, ୧୦ ପ୍ରତିଶତ ମାଙ୍ଗାନିଜ, ୫ ପ୍ରତିଶତ ପୋଟାସିୟମ୍‌, ୩.୫ ପ୍ରତିଶତ ଭିଟାମିନ୍ କେ, ୬୩.୫ ପ୍ରତିଶତ ଭିଟାମିନ୍ ବି ଓ  ୩ ପ୍ରତିଶତ ଭିଟାମିନ୍‌ ସି ରହିଛି। ଏସବୁ ଭିଟାମିନ୍ ଶରୀର ପାଇଁ ବେଶ୍ ଲାଭଦାୟକ।

ପ୍ରତ୍ୟେକ ମନୁଷ୍ୟ ନିଜ ସ୍ୱାସ୍ଥ୍ୟକୁ ନେଇ ଅଧିକ ଯତ୍ନଶୀଳ। ନିଜ ଶରୀରକୁ ସୁସ୍ଥ ରଖିବା ପାଇଁ  ସେମାନେ ଫଳ ଓ ସବୁଜ ପରିବା ଅଧିକ ମାତ୍ରାରେ ଖାଇଥାନ୍ତି। ଏଥିପାଇଁ ବାଇଗଣ ଖାଇବା ଅତି ଲାଭଦାୟକ ହୋଇଥାଏ । କାରଣ ଏଥିରେ ଭିଟାମିନ୍ ସିର ମାତ୍ରା ଅଧିକ ରହିଛି।  ବାଇଗଣ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ।

ସବୁଜ ପରିବାଟି ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ  ଆପଣ ଜାଣନ୍ତି କି ? ଏହି ସବୁଜ ପରିବା ଟି ଖାଇବା ଦ୍ଵାରା ଆମ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ

ପଢନ୍ତୁ, ସକାଳୁ ଉଠୁ ଉଠୁ ପାଣି ପିଇଲେ କଣ କଣ ସୁଫଳ ମିଳେ , ଆସନ୍ତୁ ଜାଣିବା

Related posts

ଧନିଆ ପତ୍ର ଜୁସ୍‌ ପିଇଲେ ଆମକୁ କି କି ଲାଭ ମିଳିଥାଏ ଜାଣନ୍ତୁ ?

ENO Beuro

ନିୟମିତ ବ୍ୟାୟାମ ପରେ ଶରୀରକୁ ନିରୋଗ ରଖିବା ପାଇଁ କଣ କରିବା ଉଚିତ ଜାଣିରଖନ୍ତୁ

ENO Beuro

ଆପଣମାନେ ଜାଣନ୍ତି କି ବାଳାସନ ଦ୍ଵାରା କି ଫାଇଦା ମିଳେ?

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More