EnewsOdia.Com

୨୦୨୧ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ

୨୧ଶହ ମସିହା ବେଳକୁ ଓଡ଼ିଶା ହେବ ଦେଶର ସବୁଠୁ ଉତ୍ତପ୍ତ ରାଜ୍ୟ । ଜଳବାୟୁ ପରିବର୍ତ୍ତନ ଓ ଅତ୍ୟଧିକ ଗରମ ଯୋଗୁଁ ପ୍ରତିବର୍ଷ ଓଡ଼ିଶାରେ ୪୨ହଜାର ଲୋକ ମୃତ୍ୟୁ ମୁଖରେ ପଡିବେ । ଏଭଳି ରିପୋର୍ଟ ଦେଇଛି ଟାଟା ସେଣ୍ଟର ଫର ଡେଭଲପମେଣ୍ଟ ଆଟ୍‌ ଚିକାଗୋ । ରିପୋର୍ଟ ଅନୁସାରେ ବର୍ତ୍ତମାନ ହାରରେ ଯଦି ଗ୍ରୀନ୍‌ ହାଉସ୍‌ ଗ୍ୟାସ ନିର୍ଗମନ ଜାରି ରହିବ, ତେବେ ଏହି ଶତାଦ୍ଦୀ ଶେଷ ସୁଦ୍ଧା ଓଡ଼ିିଶାରେ ଅତ୍ୟଧିକ ଗରମ ଦିନ ସଂଖ୍ୟାରେ ୩୦ଗୁଣା ବୃଦ୍ଧି ହେବା ଅନୁମାନ କରାଯାଇଛି ।

୨୦୧୦ରେ ବର୍ଷକୁ ଗରମ ଦିନ ସଂଖ୍ୟା ଥିଲା ୫.୧ । ୨୧ ଶହ ମସିହା ବେଳକୁ ଏଥିରେ ଅହେତୁକ ବୃଦ୍ଧି ଘଟିବ। ଗରମ ଦିନ ସଂଖ୍ୟା ୫.୧ରୁ ବଢ଼ି ୪୨ ଦଶମିକ ୮ ରେ ପହଞ୍ଚିବ।  ସେହିପରି ୨୦୧୦ରେ ଓଡ଼ିଶାରେ ହାରାହାରି ଗ୍ରୀଷ୍ମ ତାପମାତ୍ରା ଥିଲା ୨୮.୮୭ ଡିଗ୍ରି ସେଲସିଅସ । ୨୧ଶହ ମସିହା ସୁଦ୍ଧା ଏହା ୩୨.୧୯ଡିଗ୍ରୀ ସେଲସିଅସ ହେବ । ସେହିପରି ଦେଶର ବାର୍ଷିକ ତାପମାତ୍ରା ୨୪ଡିଗ୍ରି ସେଲସିଅସରୁ ୨୮ଡିଗ୍ରି ସେଲସିଅସକୁ ବୃଦ୍ଧି ପାଇବ ।

ପଢନ୍ତୁ: କଳିଙ୍ଗ ବାଲିଯାତ୍ରାକୁ ନେଇ ଆରମ୍ଭ ହେଲା ବିବାଦ

ସମ୍ବନ୍ଧିତ ଖବର

ନଗଡ଼ାରେ ବଦଳୁନି ଭୋକର ଭୂଗୋଳ : ଏବେ ବି ଭାତ,ଲୁଣ,ଶାଗରେ ବଞ୍ଚିଛି ଜୀବନ

Ratnamani Maharana

ଭୋଡାଫୋନ୍‌ ଆଇଡିଆରେ ଫ୍ରି ରହିବ ଅନ୍‌ ଲିମିଟେଡ୍‌ କଲ୍‌

Ratnamani Maharana

ମାତ୍ର ୩୭୦୦ ଟଙ୍କା ପାଇଁ ୭ ବର୍ଷରେ ୬୦ ଥର ଧାଇଁଲେଣି କୋର୍ଟ

Ratnamani Maharana

ଖୋଲା ପଡ଼ିଆରେ ପରୀକ୍ଷା ଦେଲେ ଛାତ୍ରଛାତ୍ରୀ

Ratnamani Maharana

ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ମଣିଷର ମୁହଁ ଭଳି ଦେଖାଯାଉଥିବା ମାଛର ମୁହଁ

Ratnamani Maharana

ରସାୟନ ବିଜ୍ଞାନ ପାଇଁ ୩ ଜଣଙ୍କୁ ମିଳିଲା ନୋବେଲ ପୁରସ୍କାର

Ratnamani Maharana