News

ଯୌତୁକ ମାଗିବାରୁ ବରକୁ ଲଣ୍ଡା କଲେ କନ୍ୟା ପରିବାର

bara

ଯୌତୁକ ଦାବି କରିବାରୁ ବରକୁ ଲଣ୍ଡା କଲେ କନ୍ୟା ପରିବାର। ବିବାହ ଦିନ ବର ମୁଣ୍ଡରୁ ଉଡ଼ିଗଲା ବାଳ। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଏମିତି ଏକ ଅଦ୍ଭୁତ ଘଟଣା ଘଟିଛି। ଯାହା ଏବେ ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ବର ମୁଣ୍ଡରୁ ବାଳ କିଏ କାଟିଦେଲା ତାହା ଜଣାପଡ଼ିନି। ଏନେଇ ପୁଲିସ ତଦନ୍ତ ଜାରି ରଖିଛି।

bara

ସୂଚନାଯୋଗ୍ୟ,ଯୌତୁକରେ ମୋଟର ସାଇକେଲ ଓ ସୁନା ଚେନ୍‌ ନ ଦେଲେ ବର ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ଏମିତିକି ବେଦୀରୁ ବର ଉଠି ଯାଇଥିଲେ। ହେଲେ କନ୍ୟାଙ୍କ ଜେଜେମାଙ୍କ କହିବା ଅନୁଯାୟୀ ବିବାହର ୫ ଦିନ ଆଗରୁ ବରଘର ଏହି ଯୌତୁକ ବାଦି କରିଥିଲେ ସୁଦ୍ଧା ଆମେ ଏହା ଦେବାକୁ ସକ୍ଷମ ନୁହେଁ ବୋଲି କହିଥିଲୁ। କିନ୍ତୁ ଆଜି ସେ ବାହା ହେବାକୁ ନ ରାଜି ହେବାରୁ କିଏ ତାଙ୍କୁ ଲଣ୍ଡା କରିଛି ସେ କଥା ଆମେ ଜାଣିନୁ ବୋଲି କହିଛନ୍ତି କନ୍ୟାଙ୍କ ଜେଜେମା

ପଢନ୍ତୁ;ତମ୍ବା ମୁଦି ପିନ୍ଧିବା ଦ୍ଵାରା କଣ ଲାଭ ମିଳିଥାଏ? ଜାଣନ୍ତୁ

Related posts

ପେଟ୍ରୋଲ ଓ ଡିଜେଲ ବିକ୍ରି ଉପରେ ପ୍ରଭାବ ପକାଇଛି ନୂଆ ମୋଟର ଯାନ ଆଇନ

Ratnamani Moharana

ଝାରସୁଗୁଡ଼ାରେ ବୋଇଂ-୭୩୭ ବିମାନର ଅବତରଣ

ENO Beuro

ନଭେମ୍ବର ୨୩ ତାରିଖରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା

ENO Beuro

Leave a Comment