ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ଶାସ୍ତ୍ରରେ ଏହା ସ୍ପଷ୍ଟ କୁହାଯାଇଛିଯେ ଘରେ ବ୍ୟବହାର କରାଯାଉଥିବା ଝାଡୁ ପ୍ଲାଷ୍ଟିକର ହୋଇନଥିବା ଦରକାର।ପ୍ଲାଷ୍ଟିକର ଝାଡୁ ପୂଜାପାଠରେ କେବେହେଲେ ବ୍ୟବହାର କରାଯାଇନଥାଏ।
୧. ଶାସ୍ତ୍ରରେ ଏହା ସ୍ପଷ୍ଟ କୁହାଯାଇଛିଯେ ଘରେ ବ୍ୟବହାର କରାଯାଉଥିବା ଝାଡୁ ପ୍ଲାଷ୍ଟିକର ହୋଇନଥିବା ଦରକାର।ପ୍ଲାଷ୍ଟିକର ଝାଡୁ ପୂଜାପାଠରେ କେବେହେଲେ ବ୍ୟବହାର କରାଯାଇନଥାଏ।ଯେଉଁବ୍ୟକ୍ତି ଦୀପବଳୀରେ ପ୍ଲାଷ୍ଟିକ ଝାଡୁ ଘରକୁ ଆଣିଥାଏ ତେବେ ତାଙ୍କ ଘରକୁ ଅସୁବିଧା ଆସିଥାଏ।ଲକ୍ଷ୍ମୀମାତା କେବେହେଲେ ସେଭଳି ଘରକୁ ପ୍ରବେଶ କରନ୍ତିନାହିଁ ଯେଉଁ ଘରେ ପ୍ଲାଷ୍ଟିକର ଝାଡୁ ଥାଏ।ପ୍ଲାଷ୍ଟିକର ଝାଡୁ ଶାସ୍ତ୍ରରେ ବର୍ଜିତ ହୋଇଥାଏ।
ନମ୍ବର୨. ଯେବେ ସୂର୍ଯ୍ୟଅସ୍ତ ହେଉଥାଏ ସେହିସମୟରେ ଝାଡୁ ପୋଛା କେବେହେଲେ କରିବା ଉଚିତ ନୁହେଁ।ଶାସ୍ତ୍ରରେ ଏହିଭଳି କରିବା ଘୋର ପାପ ଧରାଯାଇଥାଏ।ଯେବେ ସୂର୍ଯ୍ୟଅସ୍ତ ହେଉଥାଏ ସେତେବେଳେ ଆପଣଙ୍କୁ ଈଶ୍ୱରଙ୍କ ଆରାଧନା କରିବା ଉଚିତ।ଘରେ ଦୀପ ଜଳାଇବା ଉଚିତ।କିନ୍ତୁ କେବେହେଲେ ଝାଡୁପୋଛା କରିବା ଉଚିତ ନୁହେଁ।ଏହାଦ୍ୱାରା ମାତା ଲଷ୍ମୀ କ୍ରୋଧିତ ହୋଇଥାନ୍ତି।
ନମ୍ବର୩. ରୋଷେଇଘର ସାମ୍ନାରେ କିମ୍ବା ସୋଇବାଘରେ ଝାଡୁ କେବେହେଲେ ରଖିବା ଉଚିତ ନୁହେଁ।ଏହାଦ୍ୱାରା ମାତା ଲଷ୍ମୀଙ୍କର ଅପମାନ ହୋଇଥାଏ।ଏହାସହିତ ଘରେ ଦାରିଦ୍ର୍ୟତା ଆସିଥାଏ।ଝାଡୁକୁ ଘରବାହାରେ ଖୋଳସ୍ଥାନରେ ରଖିବା ଉଚିତ ନୁହେଁ।ଏହାଦ୍ୱାରା ଘରେ ଚୋରିହେବାର ସମ୍ଭାବନା ଥାଏ।ଯେବେ ଆପଣ ନୂଆଘରକୁ ପ୍ରବେଶ କରନ୍ତି ତେବେ ପୁରୁଣା ଝାଡୁ ନେଇ ପ୍ରବେଶ କରିବା ଉଚିତ ନୁହେଁ।ଝାଡୁ ଉପରେ ପାଦ ରଖିବାଦ୍ୱାରା କିମ୍ବା ଝାଡୁରେ କୌଣସି ଜୀବକୁ ମାରିବାଦ୍ୱାରା ବ୍ୟକ୍ତିକୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଥାଏ।ସାଙ୍ଗମାନେ ଝାଡୁକୁ ସବୁବେଳେ ଲୁଚାଇକରି ଉତର ଦିଗରେହିଁ ରଖିବା ଉଚିତ।ଯେତେବେଳେ ଆପଣ ନୂଆ ଝାଡୁ କିଣୁଛନ୍ତି କୃଷ୍ଣପକ୍ଷରେ କିଣନ୍ତୁ। ଶୁକ୍ଲପକ୍ଷରେ ନୂଆ ଝାଡୁ ଆଣିବା ଉଚିତ ନୁହେଁ।
ନମ୍ବର୪. ଯେତେବେଳେ ଝାଡୁ ଭାଙ୍ଗିକି ଜାଗା ଜାଗାରେ ପଡିଥାଏ ତେବେ ଘରକୁ ଦାରିଦ୍ୟତା ଆସିବାର ସମ୍ଭାବନା ଥାଏ।ଏହାଦ୍ୱାରା ମାତା ଲଷ୍ମୀ ଆପଣଙ୍କ ଗୃହ ଛାଡିଦେଇ ପାରନ୍ତି।କିଛି ଏଭଳି ବ୍ୟକ୍ତି ଥାନ୍ତି ଯେଉଁମାନେ ଝାଡୁ ଭାଙ୍ଗିବା ଅରମ୍ବକଲେ ବିଭିନ୍ନ ପ୍ରକାର ଜିନିଷଦ୍ୱାରା ବାନ୍ଧିଦେଇଥାନ୍ତି।କିନ୍ତୁ ଏହା ଠିକ ନୁହେଁ।ଝାଡୁକୁ ସବୁବେଳେ କଳା ସୁତା କିମ୍ବା ନାଲି ସୁତା ଦ୍ୱାରା ବାନ୍ଧିବା ଉଚିତ।ଏହା ବହୁତ ଶୁଭ ହୋଇଥାଏ।ଏବଂ ଏହାଦ୍ଵାରା ଝାଡୁ ଭାଙ୍ଗିଯିବାର ଡର ମଧ୍ୟ ରାହୀନଥାଏ।
ନମ୍ବର୫. ସ୍ୱପ୍ନରେ ଝାଡୁ ଦେଖାଦେଲେ ବହୁତ ଅଧିକ ଧନର ପ୍ରାପ୍ତି ହୋଇଥାଏ।ଏବଂ ଗୁରୁବାର ଓ ଶୁକ୍ରବାରରେ ଝାଡୁ କେବେହେଲେ ବାହାରକୁ ବହାରକରିବା ଉଚିତ ନୁହେଁ।ଏହି ବାରରେ ଝାଡୁକୁ କାହାରିକୁ ଦେବା ଉଚିତ ନୁହେଁ।ଏହାଦ୍ୱାରା ମାତାଲଷ୍ମୀ କ୍ରୋଧିତ ହୁଅନ୍ତି।ଯେବେ ଆପଣ ନୂଆ ଝାଡୁ କିଣୁଛନ୍ତି ତେବେ ଶନିବର ଦିନ କିଣନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।