News

ଜିସ୍ୟାଟ-୭ଏର ଉତକ୍ଷେପଣ,ବାୟୁସେନା ହେବ ଅଧିକ ଶକ୍ତିଶାଳୀ

7

ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ଭାରତର ଅତ୍ୟାଧୁନିକ ସାମରିକ ଉପଗ୍ରହ ଜିସ୍ୟାଟ-୭ଏକୁ ମହାକାଶକୁ ଛଡ଼ାଯାଇଛି । ଆନ୍ଧପ୍ରଦେଶର ଶ୍ରୀହରିକୋଟା ଠାରେ ଥିବା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିଏସଏଲଭି-ଏଫ୧୧ ରକେଟ ମାଧ୍ୟମରେ ଏହାକୁ ଉତକ୍ଷେପଣ କରାଯାଇଛି।

7

୨,୨୫୦ କିଲୋଗ୍ରାମର ଏହି ଉପଗ୍ରହଟି ନିର୍ମାଣରେ ୫୦୦ରୁ ୮୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି। ଏହି ଉପଗ୍ରହଟି ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ ହୋଇଥିବାବେଳେ ଏହା ସ୍ବତନ୍ତ୍ର ଭାବେ ବାୟୁସେନା ପାଇଁ ନିର୍ମାଣ କରାଯାଇଛି। ଯୁଦ୍ଧ ସମୟରେ ଏହା ବେଶ୍‌ ଉପଯୋଗୀ ହେବା ସହ ଡ୍ରୋନ୍‌ ପରିଚାଳନାରେ ମଧ୍ୟ ସହାୟକ ହୋଇପାରିବ। ବାୟୁସେନାର ବିଭିନ୍ନ ବିମାନଘାଟି ଓ ରାଡାର ଷ୍ଟେଶନ ଯୋଗାଯୋଗ ରକ୍ଷା କରିପାରିବ।

ପଢନ୍ତୁ; ଘରେ ପ୍ରସ୍ତୁତ କରନ୍ତୁ କଦଳୀର ଚଟପଟା ଚିପ୍ସ

Related posts

୪୬ଦିନ ପରେ ଘରକୁ ଫେରିଲେ ରିମା : ଶାଶୁ ଘରକୁ ଫେରିବି, ଝିଅ ପରି ରହିବି

ENO Beuro

ହୃଦୟ ଚୋରି ଅଭିଯୋଗ,ଥାନାରେ ଏତଲା ଦେଲେ ଯୁବକ

ENO Beuro

ଭଦ୍ରକ:ଶେଷ ହେଲା ଅନ୍ତିମ ସଂସ୍କାର, ଗ୍ରାମବାସୀଙ୍କ ଆଖିରୁ ଶୁଖି ନାହିଁ ଲୁହ

ENO Beuro

Leave a Comment