• Home
  • POLITICALS
  • ଆଗକୁ ଗୁଜରାଟ ନିର୍ବାଚନ, ରାଲିଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପର୍ଯ୍ୟନ୍ତ ବିଜେପିର ବ୍ୟାପକ ପ୍ରସ୍ତୁତି
POLITICALS

ଆଗକୁ ଗୁଜରାଟ ନିର୍ବାଚନ, ରାଲିଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପର୍ଯ୍ୟନ୍ତ ବିଜେପିର ବ୍ୟାପକ ପ୍ରସ୍ତୁତି

ଗୁଜରାଟ ନିର୍ବାଚନ ତାରିଖ ସ୍ଥିର ହେବାପରେ ବିଜେପି ର ଜୋରସର ପ୍ରସ୍ତୁତି ଆରମ୍ଭ ହେଇଗଲାଣି । ଏଥିପାଇଁ କଣ କରାଯିବ କଣ ନାହିଁ ସ୍ଥିର ସରିଛି ।

ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟରେ ୫୦ରୁ ୬୦ଟି ରାଲି କରିବାର କାର୍ଯ୍ୟକ୍ରମ ରହିଛି । ନଭେମ୍ବର ୧୦ତାରିଖ ପରେ ଦକ୍ଷିଣ ଗୁଜରାଟ, କଚ୍ଚ, ସୌରାଷ୍ଟ୍ର ଓ ମଧ୍ୟ ଗୁଜରାଟରେ ରାଲି କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହ ୨ରୁ ୩ଟି ସାଧାଣର ସଭାରେ ମଧ୍ୟ ଉଦବୋଧନ ଦେବେ ମୋଦି ।

ପୂର୍ବରୁ ଗୁଜରାଟରେ ୧୫ରୁ ୧୮ଟି ରାଲି କରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ଦଳର ଜୋରକୁ ନେଇ ୫୦ରୁ ୬୦ଟି ରାଲି ଓ ରୋଡ ସୋ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତ ହେଇଛନ୍ତି ।

ତେବେ ଚଳିତ ବର୍ଷ ମୋଦି ପ୍ରାୟ ୧୦ଥର ଗୁଜରାଟ ଗସ୍ତ କରିସାରିଛନ୍ତି । ଏହା ସହ ସୋସିଆଲ ମିଡିଆ ମାଧ୍ୟମରେ ବି ଖୁବ ସଚେତନତା ପ୍ରସାର ହେଉଛି । ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଗୁଜରାଟ ଜିତିବା ପାଇଁ ବିଜେପି ତାର ସମସ୍ତ ବାଜି ଲଗାଇଦେଇଛି ।

ଡିସେମ୍ବର ୯ ଓ ୧୪ତାରିଖରେ ଦୁଇଟି ପର୍ଯ୍ୟାୟରେ ଗୁଜରାଟ ନିର୍ବାଚନ ହେବ ଏବଂ ୧୮ତାରିଖରେ ଫଳାଫଳ ଘୋଷଣା ହେବ ।

ଆଗକୁ ଗୁଜରାଟ ନିର୍ବାଚନ, ରାଲିଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପର୍ଯ୍ୟନ୍ତ ବିଜେପିର ବ୍ୟାପକ ପ୍ରସ୍ତୁତି    ଆଗକୁ ଗୁଜରାଟ ନିର୍ବାଚନ, ରାଲିଠୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ପର୍ଯ୍ୟନ୍ତ ବିଜେପିର ବ୍ୟାପକ ପ୍ରସ୍ତୁତି

Related posts

ବିଜେପି ସହ ସମ୍ପର୍କ ଛିନ୍ନ କରି ଏନ୍‌ଡିଏର ହାତ ଛାଡ଼ିଲା ଟିଡିପି !

Krishna Kumar Manoj

କାନ୍ଦିଲେ କୁମାରସ୍ୱାମୀ; କହିଲେ ‘ମେଣ୍ଟ ସରକାର ଚଳାଇବା ବହୁତ କଷ୍ଟଦାୟକ’

Krishna Kumar Manoj

ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡାଙ୍କ ହତ୍ୟାକାଣ୍ଡର ମୁଖ୍ୟ ଷଡଯନ୍ତ୍ରକାରୀ ଗିରଫ

Krishna Kumar Manoj

3 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More