News

‘ବାୟୁ’ ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପରାମର୍ଶ ଲୋଡ଼ିଲେ ଗୁଜୁରାଟ ସରକାର

Cyclone Vayu

ଗୁଜୁରାଟ   ଆଡକୁ ଭୟଙ୍କର ବାତ୍ୟା ମୁହାଁଉଥିଲାବେଳେ ରାଜ୍ୟସରକାର କିପରି ଭାବେ ଏହାର ପରିଚାଳନା କରିବେ ଏବଂ ଧନଜୀବନ ହାନିକୁ ରୋକିପାରିବେ। ସେଥିପାଇଁ ତତ୍ପରତା ପ୍ରକାଶ କରିଛନ୍ତି। ବାତ୍ୟାକୁ କିପରି ମୁକାବିଲା କରାଯିବ ଏବଂ ଧନଜୀବନକୁ କିପରି ସୁରକ୍ଷିତ ରଖାଯାଇପାରିବ ସେନେଇ ଗୁଜରାଟ ସରକାର ଓଡ଼ିଶା ସରକାରଙ୍କ ପରାମର୍ଶ ଲୋଡ଼ିଛି। ଏନେଇ  ଓଡିଶା ମୁଖ୍ୟ ଶାସନ ସଚିବଙ୍କ ସହ କଥା ହୋଇଛନ୍ତି ଗୁଜୁରାଟ ଅଧିକାରୀ ।

ବାତ୍ୟା ଫୋନି ସମୟରେ ରାଜ୍ୟ ସରକାର ପାଖାପାଖି୧୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରି ଇତିହାସ ରଚିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ବାତ୍ୟା ସମୟରେ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଏବଂ ପୁନରୁଦ୍ଧାର କାର୍ଯ୍ୟ ଦେଶରେ ଉଦାହରଣ  ସୃଷ୍ଟି କରିଥିଲା ବେଳେ ଏବେ ଗୁଜୁରାଟ ସରକାର ଓଡ଼ିଶା ପାଖରୁ ପରାମର୍ଶ ନେଇଛନ୍ତି ।

ପଢନ୍ତୁ: ପାକିସ୍ତାନୀ ବିଶ୍ଵକପ ବିଜ୍ଞାପନରେ ଭାରତର ୱିଙ୍ଗ କମାଣ୍ଡର ଅଭିନନ୍ଦନ

Related posts

ବିଜୟ ମାଲ୍ୟାଙ୍କୁ ଝଟକା,ଭାରତୀୟ ବ୍ୟାଙ୍କମାନଙ୍କ ସପକ୍ଷରେ ରାୟ ଶୁଣାଇଲେ ଲଣ୍ଡନ କୋର୍ଟ!

ENO Beuro

ଓଭାଲ ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ଟେଷ୍ଟ୍‌ ମ୍ୟାଚ୍‌ ଦେଖିଲେ ମାଲ୍ୟା

ENO Beuro

୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ପ୍ରକ୍ରିୟା

Ratnamani Moharana

Leave a Comment