Entertainment

ଭାଲେନଟାଇନସ୍ ଡେ ରେ ପରଦାକୁ ଆସିବା ‘ଗଲି ବୟ’

ରଣବୀର ସିଂହଙ୍କୁ ସବୁବେଳେ ଗୋଟେ ନୂଆ ଆନ୍ଦାଜରେ ଦେଖିବାକୁ ମିଳେ। ଅପକମିଂ ଫିଲ୍ମ ‘ଗଲି ବୟ’ରେ ମଧ୍ୟ ସେ ନିଜ ଚରିତ୍ରକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। ସିନେମାର ଟ୍ରେଲର ଦର୍ଶକଙ୍କ ମଧ୍ୟରେ ଆଦୃତ ହୋଇଛି। ଆଲିଆ ଏବଂ କଲ୍କୀ ମଧ୍ୟ ମୁଖ୍ୟ କିରଦାରରେ ନଜରକୁ ଆସିବେ।ଏହି ଫିଲ୍ମ ଆସନ୍ତା କାଲି ଭାଲେନଟାଇନ ଡ଼େରେ ରିଲିଜ ହେବ।ଆଲିଆ ଓ ରଣବୀର ଜୋରସୋରରେ ମୁଭିର ପ୍ରୋମୋଶନ ପାଇଁ ଲାଗି ପଡିଛନ୍ତି।

ମୁମ୍ବାଇର ଯୁବକଙ୍କ କାହାଣୀ ଉପରେ ଆଧାରିତ ହୋଇଥିବା ଏହି ସିନେମାରେ ପ୍ରଥମ ଥର ପାଇଁ ରଣବୀର ଓ ଆଲିଆଙ୍କୁ ଦେଖିବାକୁ ମିଳିବ। ଫରହାନ ଅଖତର ଏବଂ ରିତେଶଙ୍କର ଏକ୍ସେଲ ଇଣ୍ଟରନେଟର ନିର୍ମିତ ଏହି ମୁଭିର ନିର୍ଦେଶନା ଦେଇଛନ୍ତି ଯୋୟା ଅଖତର।

ପଢନ୍ତୁ:ସିବିଏସଇ ବୋର୍ଡ କରିଲା ପରୀକ୍ଷା ପଦ୍ଧତିରେ ପରିବର୍ତନ

Related posts

ଟାଲିନ୍‌ ବ୍ଲାକ ନାଇଟ୍ସ ଫିଲ୍ମ ଫେଷ୍ଟିଭାଲ ଲାଗି ‘ହାଲୋ ଆର୍ସି’ ମନୋନୀତ

ENO Beuro

ଯାତ୍ରା ଖଳନାୟକ ଦୈତାରୀ ପଣ୍ଡାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏହି ମହିଳା!

ENO Beuro

ଚର୍ଚ୍ଚାରେ ଓଲିଉଡ ଡିଭା ଅର୍ଚ୍ଚିତା,ବାଙ୍ଗାଲୁରୁ ଫ୍ୟାଶନ ୱିକ ରାମ୍ପରେ ଦେଖାଇଲେ ଜଲୱା

ENO Beuro

Leave a Comment