ରିଲିଜ ହେଲା ‘ଗଲି ବୟ’ର ଟିଜର

alia

ରଣବୀର ସିଂ ଏବଂ ଆଲିଆ ଭଟ୍ଟର ଫିଲ୍ମ ‘ଗଲି ବୟ’ର ଟିଜର ରିଲିଜ ହୋଇଛି। ଏହି ସିନେମାରେ ରଣବୀରଙ୍କୁ ପ୍ରଥମ ଥର ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ରୋମାନ୍ସ କରୁଥିବାର ଦେଖିବାକୁ ମିଳିବ ।

alia

ଏହି ଟିଜରରେ ଫିଲ୍ମର କିଛି ଝଲକ ଏବଂ ଡ଼ାଏଲୋଗ୍ ଦେଖାଯାଇଥିବା ବେଳେ ଏଥିରେ ରଣବୀର ଏବଂ ଆଲିଆଙ୍କ ସହ କଲକି କୋଚଲୀନ ମଧ୍ୟ ନଜର ଆସିଛନ୍ତି। ଏହି ସିନେମାଟି ୧୪ ଫେବୃୟାରି ଭାଲେଂଟାଇନ୍ ଡେ ଅବସରରେ ପରଦାକୁ ଆସିବ ।

ଉଲ୍ଲେଖଯୋଗ୍ୟ ,ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜୋୟା ଅଖତର। ଫିଲ୍ମରେ ଆଲିଆ ଜଣେ ମୁସଲିମ ଝିଅ ଭୂମିକାରେ ନଜର ଆସୁଛନ୍ତି। ଫିଲ୍ମର କାହାଣୀ ଏକ ସାଧାରଣ ଯୁବକର କାହାଣୀ, ଯିଏ ର‍୍ୟାପ କରିବାକୁ ପସନ୍ଦ କରେ। ଯୁବକର ଜବୀନରେ ପ୍ରେମ ଓ ପ୍ୟାନ୍ସକୁ ନେଇ ଘଟୁଥିବା ଘଟଣାକୁ ଦେଖାଯାଇଛି।

ପଢନ୍ତୁ; ୭ରୁ ଆଭ୍ୟନ୍ତରୀଣ ଓଡିଶାରେ ଶୀତ ଲହରି

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More