Bollywood

ଅଭିନେତା ଗୁରୁମିତ ଚୌଧୁରୀ, ଜେପି ଦତ୍ତାଙ୍କ ଆଗାମୀ ସିନେମା “ପଲଟନ” ରେ ନଜର ଆସିବେ

ଛୋଟ ପରଦାରୁ ବଲିଉଡ ଷ୍ଟାର ହୋଇଥିବା ଗୁରୁମିତ ଚୌଧୁରୀ, ନିର୍ଦ୍ଦେଶକ ଜେପି ଦତ୍ତାଙ୍କ ଆଗାମୀ ସିନେମା “ପଲଟନ” ରେ ନଜର ଆସିବେ ।

ପଲଟନ ଏକ ପ୍ୟାଟ୍ରୋଟିକ୍ ସିନେମା ହୋଇଥିବାବେଳେ ଗୁରୁମିତ ଏଥିରେ ଜଣେ ମିଲିଟାରୀ ଅଫିସର ଭାବେ ନଜର ଆସିବେ ।

ଏହା ପୂର୍ବରୁ ଗୁରମିତ, ଅନେକ ଧାରାବାହିକ, ରଙ୍ଗରଙ୍ଗ କର୍ଜ୍ୟକ୍ରମ ଏବୋଂ ବହୁ ସିନେମା ରେ ନିଜର ଅଭିନୟର ପାରଦର୍ଶିତା ଦେଖାଇଛନ୍ତି ।

ଗୁରୁମିତଙ୍କ ସହ ଏହି ସିନେମାଟିରେ ଅଭିଷେକ ବଚ୍ଚନ, ଲବ ସିହ୍ନା, ଅର୍ଜୁନ ରାମପାଲ, ସୋନୁ ସୁଧ, ପୁଲକିତ ସମ୍ରାଟ, ସୁନୀଲ ସେଠୀ, ଜ୍ୟାକି ସର୍ଫଙ୍କ ପ୍ରମୁଖ ଭୂମିକାରେ ଅଭିନୟ ରହିଛି ।

ନିର୍ଦ୍ଦେଶକ ଜେପି ଦତ୍ତା ତାଙ୍କର ସିନେମା ପାଇଁ ବହୁଚର୍ଚିତ । ବର୍ଡର ତାଙ୍କର ଏକ ଜାତୀୟ ପୁରସ୍କାର ବିଜେତା ସିନେମା ।

ଲବ ସିହ୍ନା ଏଥିରେ ପ୍ରଥମ ଥର ଲାଗି ଅଭିନୟ କରିବେ । ସୋନାକ୍ଷୀ ତାଙ୍କ ଭାଇଙ୍କ ପାଇଁ ଗର୍ବିତ ବୋଲି ଟ୍ଵିଟ କରି ଜଣାଇଛନ୍ତି ।

ଗୁରୁମିତ ଚୌଧୁରୀ, ଜେପି ଦତ୍ତାଙ୍କ ଆଗାମୀ ସିନେମା ପଲଟନ ରେ ନଜର ଆସିବେ  ଅଭିନେତା ଗୁରୁମିତ ଚୌଧୁରୀ, ଜେପି ଦତ୍ତାଙ୍କ ଆଗାମୀ ସିନେମା “ପଲଟନ” ରେ ନଜର ଆସିବେ

ଅଧିକ ଜାଣନ୍ତୁ ଆଗାମୀ ଓଡିଆ ସିନେମା ସୁନା ପିଲା ଟିକେ ସ୍କ୍ରୁ ଢିଲା ।

Related posts

For My Fans, I’m Coming Back To The Show Yeh Hai Mohabbatein – Aly Goni

ENO Beuro

ଜାଣନ୍ତୁ ବଲୀଉଡ ଅଭିନେତ୍ରୀଙ୍କ ସମ୍ପର୍କରେ, କେତେ ପଇସା ସେମାନେ ନିଜ ଫିଟ୍‌ନେସ୍‌ ପାଇଁ ଖର୍ଚ୍ଚ କରିଥାନ୍ତି

ENO Beuro

Shraddha Kapoor Looking Forward For Her Film “Haseena Parkar”

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More