Loading...

୨୦୨୪ରୁ ପୁରୀର ଗୁରୁକୁଳ ଆଶ୍ରମରେ ପାଠପଢିବେ ପିଲା

୨୦୨୪ରୁ ପୁରୀର ଗୁରୁକୁଳ ଆଶ୍ରମରେ ପାଠପଢିବେ ପିଲା

୨୦୨୪ ଶିକ୍ଷାବର୍ଷରୁ ଗୁରୁକୁଳ ଆଶ୍ରମରେ ଆରମ୍ଭ ହେବ ପାଠ୍ୟକ୍ରମ । ସେବାୟତ ପରିବାରର ପିଲାଙ୍କ ପାଠପଢା ପାଇଁ ଆଦର୍ଶ ଗୁରୁକୂଳ ଆଶ୍ରମ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ।

୨୦୨୪ ଶିକ୍ଷାବର୍ଷରୁ ଗୁରୁକୁଳ ଆଶ୍ରମରେ ଆରମ୍ଭ ହେବ ପାଠ୍ୟକ୍ରମ । ସେବାୟତ ପରିବାରର ପିଲାଙ୍କ ପାଠପଢା ପାଇଁ ଆଦର୍ଶ ଗୁରୁକୂଳ ଆଶ୍ରମ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି । ଏଥିପାଇଁ ଚୂଡାନ୍ତ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଏହି ପରିପ୍ରେକ୍ଷୀରେ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପରିଚାଳନା କମିଟିର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ପରିଚାଳନା କମିଟିର ସଦସ୍ୟଙ୍କୁ ନେଇ ବୈଠକ ବସିଥିଲା । ଆଦର୍ଶ ଗୁରୁକୁଳ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.