News

ଟିଭି ସାମ୍ବାଦିକାଙ୍କୁ ଗଳା କାଟି ହତ୍ୟା

ବାଂଲାଦେଶର ଏକ ଟିଭି ଚ୍ୟାନେଲର ଜଣେ ସାମ୍ବାଦିକାଙ୍କୁ ଦୁର୍ବୃତ୍ତମାନେ ହତ୍ୟା କରିଛନ୍ତି। ହତ୍ୟାର ଶିକାର ସାମ୍ବାଦିକା ଜଣଙ୍କ ହେଉଛନ୍ତି ସୁବର୍ଣ୍ଣା ନୋଦି (୩୦)। ଆନନ୍ଦ ଟିଭି ନାମକ ଏକ ଘରୋଇ ଟେଲିଭିଜନ ଚାନେଲ ଓ ଜାଗୃତ ବାଂଲା ଖବରକାଗଜରେ ସାମ୍ବାଦିକତା କରୁଥିଲେ।

jounalist

ସୂଚନାନୁସାରେ,  ସୁବର୍ଣ୍ଣା ନୋଦି ଏକ ଘରୋଇ ନ୍ୟୁଜ ଚ୍ୟାନେଲ ଆନନ୍ଦ ଟିଭିର ସାମ୍ବାଦିକା ଥିଲେ । ସୁବୋର୍ଣ୍ଣା ପବନା ଜିଲ୍ଲାର ରାଧାନଗର ଅଞ୍ଚଳରେ ବାଲ କରୁଥିଲେ । ଘଟଣା ସମୟରେ କିଛି ଜଣ ଯୁବକ ଜୋର ଜବରଦସ୍ତ ତାଙ୍କ ଘର ଭିତରକୁ ପଶି ଥିଲେ। କିଛି ବୁଝିବା ଆଗରୁ ସେମାନେ ସୁବୋର୍ଣ୍ଣାଙ୍କ ଗଳା କଟି ଫେରାର ହୋଇଯାଇଥିଲେ । ପୁଲିସ ଘଟଣାସ୍ଥଳରେ ପହ୍ନଚି ଘଟଣାର ତଦନ୍ତ ଚଳାଥିବା ଜଣାପଡିଛି।

ପୁଲିସ କହିବା ଅନୁଯାୟୀ ୧୦ରୁ ୧୨ଜଣ ଦୁର୍ବୃତ୍ତ ରାତି ପ୍ରାୟ ୧୦ଟା ୪୫ରେ ମୋଟର ସାଇକଲରେ ଆସି ସୁବର୍ଣ୍ଣାଙ୍କ ଘର କଲିଂବେଲ ମାରିଥିଲେ। ସେ କବାଟ ଖୋଲିବା ମାତ୍ରେ ଦୁର୍ବୃତ୍ତମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ।

ପଢନ୍ତୁ; ଚିକିତ୍ସା ପାଇଁ ପୁଣି ଆମେରିକା ଯିବେ ପାରିକର

Related posts

ଆନ୍ତରାଷ୍ଟ୍ରୀୟ ସୌର ସଂଗଠନର ପ୍ରଥମ ଅଧିବେଶନକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ENO Beuro

ପୁଣି ଘୁଞ୍ଚିଲା ଅଯୋଧ୍ୟା ଶୁଣାଣୀ, ଖଣ୍ଡପୀଠରୁ ଓହରିଗଲେ ଜଷ୍ଟିସ୍‌ ଲଳିତ

ENO Beuro

ନିଶା କାରବାର ଅଭିଯୋଗରେ ମାଲାୟାଲମ ଅଭିନେତ୍ରୀ ଗିରଫ 

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More