POLITICALS

ପଦ୍ମଶ୍ରୀ ହଳଧର ନାଗ ପାଦ ଦେବେ ରାଜନୀତିରେ

ପଦ୍ମଶ୍ରୀ ଭୂଷିତ ହଳଧରନାଗ  ଯୋଗଦେବେ ରାଜନୀତିରେ। ପଶ୍ଚିମ ଓଡିଶା ବିଜେଡି ନେତାଙ୍କ ସହ ପଦ୍ମଶ୍ରୀ ହଲଧର ନାଗଙ୍କୁ ଆଜି ନବୀନ ନିବାସରେ ଦେଖିବାକୁ ମିଳିଥିଲା। ନବୀନ ପଶ୍ଚିମ ଓଡିଶାରୁ ପ୍ରତିନିଧିତ୍ଵ କରନ୍ତୁ ବୋଲି ଅନୁରୋଧ କରିବା ସହ ସେ ନବୀନ ଙ୍କ ନିକଟରେ ଦୁଇଟି ଦାବି ରଖିଛନ୍ତି। ବରଗଡ ଅଞ୍ଚଳରେ ଏକ କ୍ୟାନ୍ସର  ହସ୍ପିଟଲ ଓ ସାହିତ୍ୟ  ପାଇଁ ଗବେଷଣା କେନ୍ଦ୍ର କରିବାକୁ କହିଥିବା ସେ  ସୂଚନା ଦେଇଛନ୍ତି। ଏହାପରେ ହଲଧର ବିଜେଡିରେ ଯୋଗ ଦେବାନେଇ ସୂଚନା ଦେଇଛନ୍ତି।

ଏହାପରେ  ହଲଧର ବିଜେଡିରେ ଯୋଗଦେବା ଓ ବରଗଡରୁ ସାଂସଦ ପାର୍ଥୀ  ହେବେ ବୋଲି ଚର୍ଚା ଧରିଛି। ତେବେ ହଲଧର ନାଗ ଏହି ଖବରକୁ ଖଣ୍ଡନ କରିବା ନେଇ ସୂଚନା ଦେଇଛନ୍ତି।

ପଢନ୍ତୁ: ନୂଆ ମୁହଁ କିନ୍ନର ମୀରାଙ୍କୁ ନବୀନଙ୍କ ଦଳରେ କଲେ ସ୍ଵାଗତ

Related posts

୬ ଲୋକସଭା ଏବଂ ୩୬ ବିଧାନସଭା ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା

ENO Beuro

ଆଜି ୧ଟା ୩୪ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେ ଚନ୍ଦ୍ରଶେଖର ରାଓ

ENO Beuro

ଶପଥ ଗ୍ରହଣରେ ମୋଦିଙ୍କୁ ନିମନ୍ତ୍ରଣ କରିପାରନ୍ତି ଇମ୍ରାନ

ENO Beuro

Leave a Comment