News

ଭାରତୀୟ ନାଗରିକ ହମିଦ ଅନସାରୀଙ୍କୁ ମୁକ୍ତ କଲା ପାକ୍

hamid

ମୁକ୍ତ ହେଲେ ହମିଦ ଅନସାରୀ

ଜଣେ ପାକିସ୍ତାନୀ ଯୁବତୀଙ୍କ ପ୍ରେମଜାଲରେ ପଡି ସେଠାକୁ ଯାଇଥିବା ଏବଂ ବେଆଇନ ଭାବେ ପାକିସ୍ତାନୀ ପରିଚୟ ପତ୍ର ରଖୁଥିବା ଅଭିଯୋଗରେ ୩ ବର୍ଷ ଜେଲ ଦଣ୍ଡାବେଶ ପାଇଥିବା ଭାରତୀୟ ନାଗରିକ ହମିଦ ଅନସାରୀଙ୍କୁ ସୋମବାରେ ପାକିସ୍ତାନ ସରକାର ଜେଲରୁ ମୁକ୍ତ କରିଛନ୍ତି। ସେ ଆଜି ଭାରତକୁ  ଫେରିବେ।

hamid

୩୩ ବର୍ଷୀୟ ଅନ୍‌ସାରି ପେଶାୱାର କେନ୍ଦ୍ରୀୟ ଜେଲ୍‌ରେ ୨୦୧୫ରୁ ବନ୍ଦୀ ଥିଲେ। ୨୦୧୨ ନଭେମ୍ବରରେ ଅନ୍‌ସାରି ଏକ ନକଲି ପାକିସ୍ତାନୀ ପରିଚୟ ପତ୍ର ଦ୍ବାରା ପାକିସ୍ତାନକୁ ପ୍ରବେଶ କରିଥିଲେ।

ସୂଚନାଯୋଗ୍ୟ, ପାକିସ୍ତାନର ଏକ ସାମରିକ ଅଦାଲତ ୨୦୧୫ ମସିହା ଡିସେମ୍ବର ୧୫ ତାରିଖରେ ତାଙ୍କୁ ୩ ବର୍ଷ ଜେଲ ଦଣ୍ଡାବେଶ ପ୍ରଦାନ କରିଥିଲା। ସମୁଦାୟ ୬ ବର୍ଷ ବନ୍ଦୀ ଜୀବନ ବିତାଇଛନ୍ତି।

ପଢନ୍ତୁ; ମିସ୍ ଫିଲିପାଇନ୍ସ ହେଲେ ମିସ୍ ୟୁନିଭର୍ସ

Related posts

୧୫ ଦିନ ମଧ୍ୟରେ ଓଡ଼ିଆରେ ନାମଫଳକ ଲଗାଇବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ENO Beuro

ଭାରତରେ ୧୨୧ ଅରବପତି : ପ୍ରଥମସ୍ଥାନରେ ମୁକେଶ ଅମ୍ବାନୀ

ENO Beuro

ମହଙ୍ଗା ପଡିଲା ପରକ୍ରିୟା ପ୍ରୀତି : ପ୍ରେମୀ ଯୁଗଳଙ୍କୁ ପିଟିଲେ , ଲଣ୍ଡା କରି ବୁଲାଇଲେ

ENO Beuro

Leave a Comment