ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
Loading...
ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶ ବିଧାନସଭାରେ ଶନିବାର ନାହିଁ ନ ଥିବା ବିଭ୍ରାଟ ସୃଷ୍ଟି ହୋଇଛି । ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପିଟିଆଇ ନେତାମାନେ ବିଧାନସଭା ଉପବାଚସ୍ପତି ମହମ୍ମଦ ମଜରୀଙ୍କ ଚୁଟି ଟାଣିବା ସହ ତାଙ୍କୁ ମାଡ଼ ମାରିଛନ୍ତି।
ପାକିସ୍ତାନ ଅନ୍ତର୍ଗତ ପଞ୍ଜାବ ପ୍ରଦେଶ ବିଧାନସଭାରେ ଶନିବାର ନାହିଁ ନ ଥିବା ବିଭ୍ରାଟ ସୃଷ୍ଟି ହୋଇଛି । ପଦଚ୍ୟୁତ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ଦଳ ପିଟିଆଇ ନେତାମାନେ ବିଧାନସଭା ଉପବାଚସ୍ପତି ମହମ୍ମଦ ମଜରୀଙ୍କ ଚୁଟି ଟାଣିବା ସହ ତାଙ୍କୁ ମାଡ଼ ମାରିଛନ୍ତି। ଦୁଇ ଦିନ ପୂର୍ବେ ଇସ୍ତଫା ଦେଇଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ନୂଆ ନେତା ନିର୍ବାଚନ ପାଇଁ ଲାହୋର ଉଚ୍ଚ ନ୍ୟାୟାଳୟ ନିର୍ଦେଶକ୍ରମେ ଶନିବାର ବିଧାନସଭା ଅଧିବେଶନ ଆହୂତ ହୋଇଥିଲା । ଅଧିବେଶନରେ ଇମ୍ରାନଙ୍କ ପିଟିଆଇ ଓ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦଳ ପିଏମ୍ଏଲ(ଏନ୍) ସଦସ୍ୟଙ୍କ ମଧ୍ୟରେ ବିତର୍କ ପରେ ପିଟିଆଇ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ମଜରୀଙ୍କୁ ଆକ୍ରମଣ କରିଥିଲେ। ଏମିତି କି ସେମାନେ ତାଙ୍କ ଉପରକୁ ଲୋଟା ଫିଙ୍ଗିଥିଲେ। ଉପସ୍ଥିତ ସୁରକ୍ଷାକର୍ମୀ ଉପବାଚସ୍ପତିଙ୍କୁ ଉଦ୍ଧାର କରିବା ସହ ପରିସ୍ଥିତିକୁ ନିୟନ୍ତ୍ରଣାଧୀନ କରିଥିଲେ। ପରେ ହମାଜ ଶାହାବାଜ ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଥିଲେ । ହମାଜ ହେଉଛନ୍ତି ପ୍ରଧାନମନ୍ତ୍ରୀ ଶେହବାଜଙ୍କ ପୁଅ। ହମାଜ ପିଟିଆଇ ପ୍ରାର୍ଥୀ ପରଭେଜ ଇଲାହିଙ୍କୁ ୧୯୭ ଭୋଟ୍ରେ ପରାସ୍ତ କରି ପଞ୍ଜାବର ୨୧ତମ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ସୁରକ୍ଷାକର୍ମୀ ପିଟିଆଇ ସଦସ୍ୟଙ୍କୁ ଗିରଫ କରିବାରେ ଇଲାହିଙ୍କ ସପକ୍ଷରେ ଖଣ୍ଡେ ବି ଭୋଟ୍ ମିଳି ନାହିଁ।
Shakespeare, in the beautiful garden, among the party. Some of the hall: in fact she was ever to.
ଗତ ବର୍ଷ ସାଉଥ ସିନେମାର ଅନେକ ଚଳଚ୍ଚିତ୍ର ରେକର୍ଡ କରିଥିଲା। ଏଥିମଧ୍ୟରୁ ସୁପରଷ୍ଟାର ରିଷଭ ଶେଟ୍ଟୀଙ୍କ ବ୍ଲକ୍ବ୍ଲଷ୍ଟର ଫିଲ୍ମ ‘କାନ୍ତାରା’ ମଧ୍ୟ ରହିଛି।
ଡିସେମ୍ବର ୩୧ ସୁଦ୍ଧା ସରିବ ଟର୍ମିନାଲ କାମ। ନୂଆବର୍ଷରେ ନୂଆ ବସ ଟର୍ମିନାଲକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ଗ୍ରାଉଣ୍ଡକୁ ଯାଇ ନିର୍ମାଣ କାର୍ଯ୍ୟର ସ୍ଥିତି ପରଖିଛନ୍ତି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି. କେ ପାଣ୍ଡିଆନ ।
ଡିସେମ୍ବର ୧ ସୁଦ୍ଧା ପ୍ରାୟ ୯୭.୨୬% ୨ ହଜାର ଟଙ୍କିଆ ନୋଟ୍ ଫେରସ୍ତ ଆସିଯାଇଛି ।ଲୋକଙ୍କ ପାଖରେ ଏବେ ବି ୨୦୦୦ ଟଙ୍କିଆ ନୋଟ୍ ରହିଛି। ୨୦୨୩ ମେ ୧୯ ସୁଦ୍ଧା ପ୍ରଚଳନରେ ଥିବା ୨୦୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୭.୨୬% ଫେରାଇ ଦିଆଯାଇଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି।