• Home
  • ASTRO
  • VASTU
  • ହୋଲି ଦିନ ହନୁମାନଙ୍କୁ କେମିତି ପୂଜା କଲେ କଟିବ ଗ୍ରହ ଦୋଷ ଜାଣନ୍ତୁ
VASTU

ହୋଲି ଦିନ ହନୁମାନଙ୍କୁ କେମିତି ପୂଜା କଲେ କଟିବ ଗ୍ରହ ଦୋଷ ଜାଣନ୍ତୁ

ହୋଲିରେ ନିଜର ଗ୍ରହ ଦୋଷ ଦୂର କରନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଶୁଭ ଦିନରେ ଆମେ ଭଗବାନଙ୍କୁ ପୂଜା କରିବା ତେବେ ଆମର ଗ୍ରହ ଶାନ୍ତ ହେବା ସହିତ ଶୁଭ ଫଳ ପ୍ରାପ୍ତି ହେଇଥାଏ ।  ଗ୍ରହଦୋଷକୁ ଶାନ୍ତ କରିବା ପାଇଁ ହୋଲି ଉପଯୁକ୍ତ ସମୟ ହୋଇଥାଏ । ସମୟ ଅନୁସାରେ ଏହି ଦିନ ସୂର୍ଯ୍ୟ ଏବଂ ଚନ୍ଦ୍ର ବିପରୀତ ଦିଗରେ ଥାଆନ୍ତି । ଆଗାମୀ ହୋଲିରେ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ ସବୁ ସମସ୍ୟା ଆପଣଙ୍କର ଦୂର ହେବ । ଏହି ଦିନ ରଙ୍ଗକୁ ଜଳରେ ମିଶାଇ ଗାଧୋଇବା ଦ୍ୱାରା ସବୁ ଗ୍ରହ ଦୋଷ ରିଷ୍ଟ ହୁଏ ।

ଯଦି ବହୁତ ଦିନରୁ ଆପଣଙ୍କର କାମରେ ବାଧା ଉପୁଜୁଛି ତେବେ ହୋଲି ଦିନ ଭଗବାନ ହନୁମାନଙ୍କ ପସନ୍ଦ ଚମେଲି ତେଲ ଏବଂ ସିନ୍ଦୂର ଚଢାନ୍ତୁ । ଏହା ସହିତ ଗୋଲାପ ଏବଂ ଅଗୁର ଦେଇ ପୂଜା କରନ୍ତୁ । ଆପଣଙ୍କ ସମସ୍ୟା ସବୁ ନିଶ୍ଚୟ ଦୂର ହେବ ।

ବାସ୍ତୁଶାସ୍ତ୍ର ଅନୁସାରେ ହୋଲି ଦିନ ଭଗବାନ ହନୁମାନଙ୍କ ମୂର୍ତ୍ତି ସାମ୍ନାରେ ବସି ଚାଳିସା  ପାଠ କରନ୍ତୁ ସବୁ କାମରେ ସଫଳ ହେବେ । ଆପଣ ଖୁସିରେ ରହିବେ ଓ ଅସୁବିଧା କେବେ ବି ଲାଗି ରହିବ ନାହିଁ ।

ଏହି ଦିନ ରାତିରେ ତୁଳସୀ ମାଳାକୁ ୧୦୮ ଥର ଜପ କରିବା ସହିତ ହନୁମାନଙ୍କ ସ୍ମରଣ କରନ୍ତୁ ରୋଗ ବେମାରୀ ଦୂର ହେଇଥାଏ । ରାତିରେ ଚନ୍ଦ୍ରମାକୁ ସ୍ମରଣ କରି କ୍ଷୀର ଭୋଗ କଲେ ଧନ ପ୍ରାପ୍ତି ହେବାର ସମ୍ଭାବନା ଅଛି ।
ହୋଲି ଦିନ ହନୁମାନଙ୍କୁ କେମିତି ପୂଜା କଲେ  କଟିବ ଗ୍ରହ ଦୋଷ ଜାଣନ୍ତୁ hanuman
ପଢନ୍ତୁ ;

ଶ୍ରୀଦେବୀଙ୍କ ଅନ୍ତିମ ଯାତ୍ରା : ଅନ୍ତିମ ସଂସ୍କାର ରାଜକୀୟ ସମ୍ମାନ ସହିତ ହେବ

Related posts

ବାସ୍ତୁଶାସ୍ତ୍ର ଅନୁସାରେ ମଙ୍ଗଳବାର ଦିନ କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ, ଜାଣନ୍ତୁ କାରଣ କ’ଣ ?

Krishna Kumar Manoj

ଯାତ୍ରା ସମୟରେ ବିରାଡି ନୁହେଁ , ବରଂ ଏହି ଜୀବଜନ୍ତୁମାନଙ୍କୁ ଦେଖିବା ଅଶୁଭକର

Krishna Kumar Manoj

କେମିତି ଜାଣିବା କେଉଁ ସମୟ ଆମମାନଙ୍କ ପାଇଁ ଭଲ ସମୟ ହୋଇଥାଏ ? ଆସନ୍ତୁ ଜାଣିବା ସେ ସମ୍ପର୍କରେ କିଛି କଥା

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More