EnewsOdia.Com

ନାସା ସେୟାର କଲା ସୂର୍ଯ୍ୟଙ୍କର ଜ୍ୱଳନ୍ତ ଚିତ୍ର

ନିକଟରେ ସୋସିଆଲ ମିଡ଼ିଆରେ ସୂର୍ଯ୍ୟଙ୍କର ଏକ ଚିତ୍ର ସାରା ଦୁନିଆକୁ ଚକିତ କରି ରଖିଛି । National Aeronautics and Space Administration ବା ନାସା(NASA) ଅକ୍ଟୋବର ୨୮ ତାରିଖରେ ନିଜ ଅଫିସିଆଲ ଟ୍ୱିଟର ଏହି ଫଟୋକୁ ସେୟାର କରିଥିଲା । ଫଟୋର କ୍ୟାପ୍ସନରେ ଲେଖାଯାଇଥିଲା ଏହି ଫଟୋ ୨୦୧୪ ମସିହାରେ ଏହି ଫଟୋକୁ ଆମର Solar Dynamics Observatory ଉତ୍ତୋଳନ କରିଥିଲା ଯାହାକି ଏକ ଅଲ୍ଟ୍ରାଭାଓଲେଟ ଇମେଜ ଅଟେ ।

ଏହି ସୂର୍ଯ୍ୟ ମଧ୍ୟରେ jack-o’-lantern ର ଏକ ଛବି ରହିଛି । ଯାହାକି ‘ପମ୍ପକିନ ଫେସ’ ନାମରେ ପରିଚିତ । ଏହା ହ୍ୟାଲୋୱିନର ହଲମାର୍କ ଅଟେ ।

ନାସାର ଏହି ଟ୍ୱିଟ ଉପରେ ବର୍ତ୍ତମାନ ଅନେକ ଲୋକ ଅନେକ ପ୍ରକାରର କମେଣ୍ଟ ଦେଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହାକୁ ୧୦ ହଜାରରୁ ଅଧିକ ଲାଇକ ଏବଂ ପାଖାପାଖି ୩ ହଜାରରୁ ଅଧିକ ରିଟୁଇଟ ମିଳି ସାରିଛି ।

ପଢନ୍ତୁ: ବାଘ ବଞ୍ଚାଇବାକୁ ସାରା ଦେଶ ବୁଲୁଛନ୍ତି ଏହି ଦମ୍ପତ୍ତି

ସମ୍ବନ୍ଧିତ ଖବର

ଅନ୍‌ଲାଇନ୍‌ରେ ୨୦୦୦ ଟଙ୍କାରେ ବିକ୍ରି ହେଉଛି କ୍ରେଡିଟ୍‌ କାର୍ଡ ଓ ଡେବିଟ୍‌ କାର୍ଡର ତଥ୍ୟ

Ratnamani Maharana

ମୋଦି ସରକାରଙ୍କ ଫୋକସ୍‌ରେ CCC

Ratnamani Maharana

ଓଡ଼ିଶା ଅଣାଯିବ ବିଜୁ ବାବୁଙ୍କ ଡାକୋଟା ବିମାନ

Ratnamani Maharana

ଦୀପାବଳି ପାଇଁ ସତର୍କ ସୂଚନା ଜାରି କଲା ଅଗ୍ନିଶମ ବିଭାଗ

Ratnamani Maharana

ଜେଏନ୍‌ୟୁରେ ଫି’ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ

Ratnamani Maharana

ଭୁବନେଶ୍ବରର ହାଇଟେକ୍ ଭିକାରି; ଆଗରେ ଭିକ୍ଷାଥାଳ, ହାତରେ ମୋବାଇଲ୍

Ratnamani Maharana