Loading...

ବାଲୁକା କଳାରେ ହୋଲି ଶୁଭେଚ୍ଛା ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ

ବାଲୁକା କଳାରେ ହୋଲି ଶୁଭେଚ୍ଛା ଦେଲେ ବାଲୁକା ଶିଳ୍ପୀ ମାନସ ସାହୁ

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏଥର ଓଡ଼ିଶାର ପୁରାତନ ଓଡ଼ିଶୀ ଶୈଳୀରେ ରାଧା କୃଷ୍ଣଙ୍କ ହୋଲି ଖେଳର ଦୃଶ୍ୟ ନିଜ ବାଲୁକା କଳା ମାଧ୍ୟମରେ ତିଆରି କରିଛନ୍ତି ।

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏଥର ଓଡ଼ିଶାର ପୁରାତନ ଓଡ଼ିଶୀ ଶୈଳୀରେ ରାଧା କୃଷ୍ଣଙ୍କ ହୋଲି ଖେଳର ଦୃଶ୍ୟ ନିଜ ବାଲୁକା କଳା ମାଧ୍ୟମରେ ତିଆରି କରିଛନ୍ତି ।  ହୋଲି ଯାହାକି ରଙ୍ଗର ପର୍ବ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ଖେଳ।   ଏହି ବାଲୁକା କଳା ୧୫ଫୁଟ ଓସାର ବିଶିଷ୍ଟ । ଏହାକୁ ତିଆରି କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏଥିରେ ୧୫ ଟନ ବାଲିର ବ୍ୟବହାର କରାଯାଇଛି। ଏଥିରେ “Happy Holi” ର ବାର୍ତ୍ତା ଦେଇ ଜନ ସମାଜକୁ ପ୍ରାକୃତିକ ରଙ୍ଗ ବ୍ୟବହାର କରି କରୋନା ନିୟମ ମାନି ହୋଲି ପର୍ବକୁ ପାଳନ କରିବା ପାଇଁ ବାର୍ତ୍ତା ଦିଆଯାଇଛି ।  ଏହି ବାଲୁକା କଳା ସହିତ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ଶିଳ୍ପୀ ମାନସ ସାହୁ ।

 

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.