30.1 C
Bhubaneswar
October 22, 2021
EnewsOdia.Com
ଖେଳ ଦେଶ ବିଦେଶ ନ୍ୟୁଜ୍

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟାର ଦାମ ୫ କୋଟି

ଚର୍ଚ୍ଚାରେ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୫କୋଟି ଟଙ୍କିଆ ଘଂଟା  । ୨୭ ବର୍ଷିୟ ଏହି ଅଲରାଉଣ୍ଡର କ୍ରିକେଟରଙ୍କର ଘଂଟା ପିନ୍ଧିବା ଖୁବ୍ ପସନ୍ଦ । ତାଙ୍କ ପାଖରେ ରହିଛି ଭଳିକି ଭଳି ଦାମି ଘଂଟା  । ନିକଟରେ ପାଣ୍ଡ୍ୟା ତଙ୍କର ଏକ ଘଂଟାର ଫଟୋ ସୋସିଆଲ ମିଡ଼ିଆରେ ଶେୟାର କରିଛନ୍ତି । ଯାହାର ଫଟୋ ଏବେ ଖୁବ୍ ଭାଇରାଲ ହେବାରେ ଲାଗିଛି । ପାଣ୍ଡ୍ୟା ତାଙ୍କ ଇଷ୍ଟାଗ୍ରାମ ଆକାଉଂଟରେ ଏହି ଘଂଟାର ଫଟୋ ଶେୟାର କରିଛନ୍ତି ।  ଆଇପିଏଲ-୧୪ ସଂସ୍କରଣରେ ଭାଗ ନେବା ପାଇଁ ୟୁଏଇରେ ଅଛନ୍ତି । ସେଠାରେ ତାଙ୍କର ଏହି ନୂଆ ଘଂଟାର ଝଲକ ଦେଖାଇଛନ୍ତି । ପାଣ୍ଡ୍ୟାଙ୍କର ଏହି ଘଂଟାଟି ପତେକ ଫିଲିପ ନଉତୁଲସ ପ୍ଲାଟିନମର ୫୭୧୧ ବ୍ରାଣ୍ଡର ବୋଲି ଜଣାପଡ଼ିଛି । ତେବେ ସବୁଠାରୁ ବଡ଼ କଥା ହେଉଛି ପାଣ୍ଡ୍ୟାଙ୍କର ଏହି ଘଂଟାର ଦାମ୍ ୫କୋଟି ଟଙ୍କା । ହାର୍ଦ୍ଦିକ ପାଣ୍ଡ୍ୟାଙ୍କର ଏହି ଘଂଟାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

ପଢନ୍ତୁ: ଏଣିକି ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ଇଣ୍ଟରନାଲ ପରୀକ୍ଷା ସହ ୩୦% ସିଲାବସ୍‌ ହ୍ରାସ

Related posts

ଲାପଟପ୍ ଦେଖି ବେଦ ଉଚ୍ଚାରଣ କରୁଛନ୍ତି ସ୍ମାର୍ଟ ପଣ୍ଡିତ

Ratnamani Maharana

ପଲିସି ବନ୍ଦ କରିବାକୁ ଯାଉଛି ଏଲଆଇସି

Ratnamani Maharana

ଆଜି ଆସିପାରେ ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ୍

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More