POLITICALS

ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଲେ ହାର୍ଦ୍ଧିକ

patel

ଗୁଜରାଟ ପଟିଦାର ସମୁଦାୟ ନେତା ହାର୍ଦ୍ଧିକ ପଟେଲ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ହାର୍ଦ୍ଧିକ ପଟେଲ ଆଜି କଂଗ୍ରେସରେ ମିଶିଛନ୍ତି। ମିଳିଥିିବା ସୂଚନା ଅନୁସାରେ ହାର୍ଦ୍ଧିକ ପଟେଲ ଗୁଜରାଟର ଜାମନଗର ଲୋକସଭା ଆସନରୁ ନିର୍ବାଚନ ଲଢିପାରନ୍ତି।

ଆଜି ଅହମଦାବାଦରେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ବସିଛି। ବୈଠକରେ ମହାମେଣ୍ଟ ରାଜନୀତିକୁ ସହମତି ମିଳିଛି । କେଉଁ ଦଳ କଂଗ୍ରେସରେ ସାମିଲ ହେବ ସେନେଇ ରାହୁଲ ଗାନ୍ଧୀ ନିଷ୍ପତ୍ତି ନେବେ। ସମାନ ବିଚାରଧାରା ରଖୁଥିବା ଦଳଗୁଡିକୁ ମହାମେଣ୍ଟରେ ସାମିଲ କରାଯିବ। ଆଜି ଏହି ବୈଠକରେ ହାର୍ଦ୍ଧିକ ପଟେଲ ମଧ୍ୟ ଯୋଗ ଦେଇଥିଲେ। ହାର୍ଦ୍ଧିକ ପଟେଲ କଂଗ୍ରେସ ଦଳର ସଦସ୍ୟତା କରିବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

ପଢନ୍ତୁ;ନିର୍ବାଚନ ଲଢ଼ିବେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ

Related posts

ନବୀନ ନିବାସରେ ଟିକେଟ କସରତ: ସାରା ଓଡିଶା ଏବେ @ ନବୀନ ନିବାସ

Ratnamani Moharana

ବିଜେଡି ପରେ ଏବେ କଂଗ୍ରେସ ବି ଖେଳିବ ମହିଳା କାର୍ଡ

Ratnamani Moharana

କେନ୍ଦ୍ରାପଡ଼ାରେ ମତଦାନ ସମୟରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ନିସ୍ତୁକ ପିଟିଲେ ବିଜେଡି କର୍ମୀ

Ratnamani Moharana

Leave a Comment