POLITICALS

ଆସନ୍ତା ୧୨ ତାରିଖରେ କଂଗ୍ରେସରେ ଯୋଗ ଦେବେ ହାର୍ଦ୍ଦିକ

hardik

ଆସନ୍ତା ୧୨ ତାରିଖରେ କଂଗ୍ରେସରେ ଯୋଗ ଦେବେ ହାର୍ଦ୍ଦିକ ପଟେଲ୍‌ । ସେ ଗୁଜରାଟର ଜାମନଗର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିପାରନ୍ତି। ଏବେ ଏହି ଆସନ ବିଜେପି ହାତରେ ଥିବା ବେଳେ ହାର୍ଦ୍ଦିକ ଆସିବା ପରେ ଏଠାରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହେବ ବୋଲି ଆଲୋଚନା ହେଉଛି। ଏହି ଅବସରରେ ହାର୍ଦ୍ଦିକ ପଟେଲ କଂଗ୍ରେସ ଦଳ ପକ୍ଷରୁ ଦେବେ ବୋଲି କୁହାଯାଉଛି।

କଂଗ୍ରେସ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗୁଜୁରାଟ ଉପରେ ଅଧିକ ଗରୁତ୍ୱ ଦେଉଛି। ଏ ଦୃଷ୍ଟିରୁ ହାର୍ଦ୍ଦିକ ପଟେଲଙ୍କ ଯୋଗଦାନ କଂଗ୍ରେସକୁ ଅଧିକ ଶକ୍ତିଶାଳୀ କରିବ ବୋଲି କୁହାଯାଉଛି।

ପଢନ୍ତୁ;ଆଜି ଦିନିକିଆ ବଲାଙ୍ଗିର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Related posts

ଚିଲିକାରେ ନବୀନ ଖୋଲିଲେ ଚିଲିକା କାର୍ଡ

Ratnamani Moharana

କାଲି ପ୍ରାର୍ଥିପତ୍ର ଦାଖଲ କରିବେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ

Ratnamani Moharana

ବାଚସ୍ପତିଙ୍କୁ ଚିଠି ଲେଖିଲେ ଭର୍ତ୍ତୃହରି ” ବୈଜୟନ୍ତଙ୍କୁ ହଟାଅ “

ENO Beuro

Leave a Comment