POLITICALS

ଧର୍ମେନ୍ଦ୍ରଙ୍କ ବିଜେଡ଼ିକୁ ଟାର୍ଗେଟ: ଲଙ୍କାରେ ହରିଶବ୍ଦ ଯାହା ବିଜେଡିର ମହିଳା ସଶକ୍ତିକରଣ ତାହା

ନିର୍ବାଚନ ବିଗୁଲ ବାଜିଲା ଦିନଠାରୁ ଗୋଟିଏ ଦଳ ଅନ୍ୟ ଦଳ ଭିତରେ ଚାଲିଛି ଛକା ପଞ୍ଝା  ଖେଳ। ଜଣେ ଅନ୍ୟଜଣଙ୍କ ଉପରେ ଚଳେଇଛନ୍ତି ଦୋଷ ଲଦା ଲଦି। ଏହି ତାଲିକାରେ ବିଜେପି ଓ ବିଜେଡ଼ି ଆଗରେ ରହିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  ପୁଣି ବିଜେଡ଼ିକୁ ଟାର୍ଗେଟ କରିଛନ୍ତି। ମହିଳା ସଶକ୍ତି କରଣକୁ ନେଇ ବିଜେଡ଼ି କରୁଥିବା ବିଜ୍ଞାପନ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ସିଧାସଳଖ ପିପିଲି ନାବାଳିକା ଦୁଷ୍କର୍ମ କୁନ୍ଦୁଲି  ଘଟଣାକୁନେଇ ବିଜେଡ଼ିକୁ ଟାର୍ଗେଟ କରିଛନ୍ତି।

ପିପିଲି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇଥିବା ବ୍ୟକ୍ତିଙ୍କୁ ବିଧାୟକ  ପାଇଁ ଟିକେଟ୍ ଦେବା ଏହା ପ୍ରମାଣ କରିଦେଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଏହା ପ୍ରମାଣ କରିଦେଉଛି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଲଙ୍କାରେ ହରିଶବ୍ଦ  ଯାହା ବିଜେଡିର ମହିଳା ସଶକ୍ତିକରଣ  ତାହା ବୋଲି କହିଲେ ଧର୍ମେନ୍ଦ୍ର।
ପଢନ୍ତୁ: ସରିଲା ନାମାଙ୍କନ ଦାଖଲ ପ୍ରକ୍ରିୟା ଏବେ ହେବ ଅସଲ ଖେଳ

Related posts

ଆରମ୍ଭ ହେଲା ବିଧାନସଭାର ମୌସୁମୀ ଅଧିବେଶନ, ଆସନ୍ତା ୧୬ ତାରିଖରେ ପର୍ଯ୍ୟନ୍ତ ଚାଲିବ

ENO Beuro

ଭୋଟ ପାଇଁ ବୋଟରେ ଯାତ୍ରା କଲେ ପ୍ରିୟଙ୍କା ଗାନ୍ଧୀ

Ratnamani Moharana

ମିରଟରୁ ନିର୍ବାଚନୀ ପ୍ରଚାର ଆରମ୍ଭ କଲେ ମୋଦି

Ratnamani Moharana

Leave a Comment