HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

know your horoscope

ମେଷ

ନୃତ୍ୟ-ସଙ୍ଗୀତ ପ୍ରିୟ ହୋଇପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ଧର୍ମ ମାର୍ଗରେ ମନୋନିବେଶ କରିପାରନ୍ତି । ସାଧୁସଙ୍ଗ ପାଇ ଉତ୍ଫୁଲ୍ଲିତ ହେବେ ।କାହା ସହ ଯୁକ୍ତିତର୍କ କରନ୍ତୁ ନାହିଁ । ବନ୍ଧୁ ମିଳନ ଯୋଗ ରହିଛି। ଶୁଭରଙ୍ଗ: କ୍ରୀମ୍‌

ବୃଷ  

ସଫଳତା ପାଇବାର ଦିନଟିଏ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ। ଆପଣଙ୍କ ଜୀବନ ଲାଗି ଖାସ୍‌ କାମ ମିଳିପାରେ। ଶତ୍ରୁପକ୍ଷ ଦୂରେଇ ରହିବେ। ଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ସବୁଜ

ମିଥୁନ

ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ଆଜି ସବୁ ଚିନ୍ତିତରେ ଦୂରେଇ ଯାଇ ସଫଳତାକୁ ଉପଭୋଗ କରନ୍ତୁ । ପାରିବାରିକ ଜୀବନରେ ଶାନ୍ତି ବନାଇରଖିବା ପାଇଁ ନିରର୍ଥକ ବାଦ-ବିବାଦ କରନ୍ତୁ ନାହିଁ ।ଶୁଭରଙ୍ଗ: ଧଳା

କର୍କଟ

ଅଧିକ ପରିଶ୍ରମ କରିବେ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ବିବାହ ସ୍ଥିର ହୋଇପାରେ। ନୂତନ କାର୍ଯ୍ୟ କରିବାକୁ ଯୋଜନା କରିପାରନ୍ତି। ସନ୍ତାନକୁ ନେଇ ଆନନ୍ଦିତ ହେବେ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଶୁଭରଙ୍ଗ: ମେରୁନ

ସିଂହ

ନୂଆ କାର୍ଯ୍ୟର ପ୍ରାରମ୍ଭ ପାଇଁ ଦିନ ଅନୁକୂଳ ନୁହେଁ । ମଧ୍ୟାହ୍ନ ପରେ ସ୍ଥିତିରେ ଅଚାନକ ସୁଧାର ଦିଖାଯିବ। ଶାରୀରିକ ଏବଂ ମାନସିକ ରୂପରେ ଆପଣ ସୁସ୍ଥ ଅନୁଭବ କରିବେ। କାର୍ଯ୍ୟାଳୟରେ ଅନୁକୂଳ ବାତାବରଣ ରହିବ। ଶୁଭରଙ୍ଗ: ବାଦାମୀ

କନ୍ୟା

ଅଜଣା ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ଭ୍ରମଣ ସୁଖ ମିଳିବ । ଚଞ୍ଚଳ ପ୍ରକୃତିର ହେବେ । ରୋଜଗାର ଆଶାନୁରୂପ ହେବ ।ଶୁଭରଙ୍ଗ: କଫିରଙ୍ଗ

ତୁଳା

ଧାର୍ମିକ ଗତିବିଧିରେ ସମୟ ବିତିପାରେ। କୌଣସି ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ବଢ଼ିବ ଯାହା କି ଭବିଷ୍ୟତରେ ଲାଭ ମିଳିବ। ଜୀବିକା କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭରଙ୍ଗ: ଧଳା

ବିଛା

ମିତ୍ରମାନଙ୍କ ସହିତ ବୁଲିବାକୁ, ଖାଇବା ପିଇବା ଏବଂ ମନୋରଞ୍ଜନରେ ଦିନ ବିତିବ । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ସ୍ଵାସ୍ଥ୍ୟର ଧ୍ୟାନ ରଖିବେ। ଶୁଭରଙ୍ଗ: କ୍ରୀମ୍‌।

ଧନୁ

ଚୋରି ଦ୍ରବ୍ୟର ସନ୍ଧାନ ପାଇବେ । ସାମାନ୍ୟ ପୀଡା ଅନୁଭବ କରିପାରନ୍ତି । ଦିନଟି ସମସ୍ୟା ବହୁଳ ହୋଇପାରେ । ସ୍ୱାଭିମାନୀ ହୋଇପାରନ୍ତି ।ଶୁଭରଙ୍ଗ: ବାଦାମୀ

ମକର

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ରଚାନାତ୍ମକ କାମରେ ନାମ ହେବ। କାରବାରିଙ୍କୁ ବଡ଼ ଫାଇଦା ମିଳିବ। ପରିବାରର ଦାୟିତ୍ବକୁ ପୂରା କରିବେ। ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ଶୁଭରଙ୍ଗ: କଫିରଙ୍ଗ

କୁମ୍ଭ

ଯାତ୍ରାଦିରେ ଖର୍ଚ୍ଚ ବୃଦ୍ଧି ହୋଇପାରେ । ନିଜର ଅସାଧାରଣ କାର୍ଯ୍ୟ ପାଇଁ ମନରେ ଅହଂଭାବ ଆସି ପାରେ । ସୁସମ୍ବାଦ ପାଇ ଖୁସି ହେବେ ।ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଶୁଭରଙ୍ଗ: ଧଳା

ମୀନ

କୌଣସି ଲକ୍ଷକୁ ନେଇ ଉତ୍ସୁକ ହେବେ। ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେଇପାରନ୍ତି। ଶୁଭରଙ୍ଗ: ନୀଳ

ପଢନ୍ତୁ: ଆସନ୍ତୁ ଜାଣିବା ବିପଦ ଆସିବା ଆଗରୁ କି ପ୍ରକାରର ମିଳିଥାଏ ଅଶୁଭ ସଙ୍କେତ

Related posts

ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି ବେଶି ଅଳସୁଆ ହୋଇଥାନ୍ତି?

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment