HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ସବୁ କାମ ବହୁତ ଆରାମରେ ପୂରା ହେବ। ନୂଆ ଲୋକମାନଙ୍କ ସହିତ ମିଶିବାର ଅବସର ପାଇବେ। ସରକାରୀ ଚାକିରିଆ କୌଣସି କାମରେ ପ୍ରୋତ୍ସାହ ନ ପାଇପାରନ୍ତି। ଶୁଭରଙ୍ଗ: ଧଳା

ବୃଷ

ଯଦି ଆପଣ କୌଣସି ଚ଼ାକିରୀ କିମ୍ବା ଛାତ୍ରବୃତ୍ତି ପାଇଁ ଆବେଦନ କରୁଛନ୍ତି ତାହେଲେ ସତର୍କ ରୁହନ୍ତୁ । ଶାରୀରିକ ଏବଂ ମାନସିକ ଚିନ୍ତାରେ ବ୍ୟଗ୍ର ରହିବେ। ଅହଂ କାରଣରୁ କୌଣସି ମନମାଳିନ୍ୟ ହୋଇପାରେ।  ଶୁଭରଙ୍ଗ: ଧଳା

ମିଥୁନ

ପରିବାରରେ ଶାନ୍ତି ମିଳିବ । ସ୍ୱାସ୍ଥ୍ୟର ଯତ୍ନ ନେବା ସହ ଭାବିଚିନ୍ତି ପ୍ରତ୍ୟେକ କାର୍ଯ୍ୟ କରନ୍ତୁ । ବିଦ୍ୟାର୍ଥୀ ବିଦ୍ୟାକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ ।ମାନ-ସମ୍ମାନ ମିଳିବ। ଦୁର୍ଘଟଣାର ଯୋଗ ରହିଛି। ଶୁଭରଙ୍ଗ: ଗୋଲାପୀ

କର୍କଟ

ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ବଡ଼ଙ୍କର ଭରପୂର ସହଯୋଗ ପାଇବେ। ଗଣମାଧୢମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା

ସିଂହ

ଆଜି ଆପଣଙ୍କୁ କୌଣସି ପରିବାର ଲୋକଙ୍କ ସହିତ ଜଡ଼ିତ ଶୁଭ ସମାଚ଼ାର ଆପଣଙ୍କୁ ବହୁତ ଖୁସି ଦେବ । ନିଜ ପରିବାର ଲୋକଙ୍କ ସହିତ ସେମାନଙ୍କ ଖୁସିରେ ଆପଣ ସାମିଲ ହୁଅନ୍ତୁ । ଆଜି ଆପଣଙ୍କ କାର୍ଯ୍ୟ ସରଳତା ପୂର୍ବକ ସମ୍ପୂର୍ଣ୍ଣ ହେବ । ଶୁଭରଙ୍ଗ: ବାଦାମୀ

କନ୍ୟା

ଆପଣ ଆଜି ଖୁସି ହେବେ ଯେତେବେଳେ ଆପଣ ଦେଖିବେଯେ ଆପଣ ଶାନ୍ତ ରହିବା ଦ୍ୱାରା ସବୁ କଥା ସ୍ୱାଭାବିକ ହୋଇଯାଇଛି ।ତରବରିଆ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଋଣ ଦିଅନ୍ତୁ ନାହିଁ। ସ୍ୱାସ୍ଥ୍ୟର ଯନ୍ତ୍ର ନିଅନ୍ତୁ। ଶୁଭରଙ୍ଗ: ବାଦାମୀ

ତୁଳା

ଭାଗ୍ୟର ଆପଣଙ୍କୁ ସାଥ ଦେବ। ରାଜନୀତିରେ ଆଗକୁ ବଢ଼ିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ସନ୍ଧ୍ୟା ସୁଦ୍ଧା ଘରକୁ କୌଣସି ବନ୍ଧୁ ଘରକୁ ଆସିପାରନ୍ତି। କାରବାରରେ ଆପଣଙ୍କର ଲାଭ ହିଁ ଲାଭ ହେବ। ଶୁଭରଙ୍ଗ: ନୀଳ

ବିଛା

ଆଜି ମନରେ ଟିକେ ହତାଶାର କାରଣରୁ ଅସନ୍ତୋଷ ଅନୁଭବ କରିବେ। ପରିଶ୍ରମ ଅନୁସାରେ ସଫଳତା ପାଇବେ। ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିବେ। ଜଳାଶୟଠାରୁ ଦୂରେଇ ରୁହନ୍ତୁ। ଶୁଭରଙ୍ଗ: ଧଳା

ଧନୁ

ଚିନ୍ତାର ବୋଝରେ ଆଶ୍ୱସ୍ଥି ଅନୁଭବ ହେବାରେ ଫୁର୍ତ୍ତି ଏବଂ ଉତ୍ସାହ ଅନୁଭବ କରିବେ । ପରିଜନମାନଙ୍କୁ ବିଶେଷ ଧ୍ୟାନ ଦେବେ । ମିତ୍ରମାନଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଶୁଭରଙ୍ଗ: ଲାଲ

ମକର

ଆଜି ଆପଣଙ୍କ ପ୍ରତିଭା ବିକଶିତ ହେବ । ଆତ୍ମବିଶ୍ଵାସ ତଥା ତ୍ଵରିତ ନିର୍ଣ୍ଣୟ ନେଇ କରି କାର୍ଯ୍ୟରେ ଆଗକୁ ବଢ଼ି ପାରିବେ। ସମାଜରେ ମାନ-ପ୍ରତିଷ୍ଠାରେ ବୃଦ୍ଧି ହେବ।  ଶୁଭରଙ୍ଗ: ଧଳା

କୁମ୍ଭ

ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ବିଜୟୀ ହେବେ। ବନ୍ଧୁଙ୍କ ସହ ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି।  ବିଦେଶ ଯାତ୍ରା ସଫଳ ହେବ । ପରିବାରରେ ଅଶାନ୍ତି ଓ ଅସନ୍ତୁଷ୍ଟି ଦେଖାଦେବ । ଶୁଭରଙ୍ଗ: ଗୋଲାପୀ

ମୀନ

ଆଧୢାତ୍ମିକ ଭାବନାରେ ସମୟ ବିତିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିପାରନ୍ତି। ସାମାଜିକ କାର୍ଯ୍ୟରେ ମନ ଲାଗିବ। ମିତ୍ରଙ୍କ ଠାରୁ ସୁସମ୍ବାଦ ପାଇବେ। ବ୍ୟବସାୟରେ ଆଶା ଠୁଁ ଅଧିକ ଲାଭ ହେବ। ଶୁଭରଙ୍ଗ: ଧଳା

ପଢନ୍ତୁ: ଘର ଆଖପାଖରେ ଏହି ସବୁ ଗଛ ରହିଲେ ହୋଇଥାଏ ଅନିଷ୍ଟ: ଜାଣନ୍ତୁ କି କି ଗଛ

Related posts

୪ ନଭେମ୍ବର, ଆଜିର ରାଶିଫଳ

ENO Beuro

୬ ନଭେମ୍ବର, ରାଶିଫଳ

ENO Beuro

୭ ନଭେମ୍ବର, ରାଶିଫଳ

ENO Beuro

Leave a Comment