HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ

ଆଜିର ଦିନଟି ଆପଣଙ୍କ ପାଇଁ ବେସ ଉପଯୋଗ। କାର୍ଯ୍ୟକ୍ଷେତ୍ରରେ ନିଜର ଦାବି ଉପସ୍ଥାପନ କରି ଆଗକୁ ବଢିବେ । ମୂଲ୍ୟବାନ ଦ୍ରବ୍ୟ ଲାଭର ସୁଯୋଗ ଅଛି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଶୁଭରଙ୍ଗ: ଧଳା

ବୃଷ

ଆଜି ନିଜକୁ ଊର୍ଜାବାନ ଅନୁଭବ କରିବେ। କାର୍ଯ୍ୟ କ୍ଷେତ୍ରରେ ବଢ଼ିଆ ଢ଼ଙ୍ଗରେ କାମ କରିବେ। ରାଜନୀତିରେ ଆର୍ଥିକ ଲାଭ ହେବ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ମଉଜ ମଜଲିସରେ ସମୟ ବିତିବ। ଶୁଭରଙ୍ଗ: କ୍ରୀମ୍‌

ମିଥୁନ

ଆଜିର ଦିନ ସାଧାରଣତଃ ବିତିବ। ହୃଦୟ ଏବଂ ମନରେ ପ୍ରସନ୍ନତା ରହିବ ତଥା ସୁଖ ଏବଂ ଆନନ୍ଦ ପ୍ରାପ୍ତି ହେବ। ପରିବାରଜନମାନଙ୍କ ସହିତ ଆନନ୍ଦ-ଉଲ୍ଲାସରେ ସମୟ କଟିବ। ଶୁଭରଙ୍ଗ: ଗୋଲାପୀ

କର୍କଟ

ଆଜି ସେହିଦିନ ଅଛି ଯେଉଁଦିନ ଆପଣଙ୍କର ଅଟକିଥିବା କାର୍ଯ୍ୟ ଗୁଡ଼ିକ ପୁରଣ କରାଯାଇପାରିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଧ୍ୟାତ୍ମିକ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ସ୍ୱାଦିଷ୍ଟ ଖାଦ୍ୟ ଖାଇବେ। ଶୁଭରଙ୍ଗ: ଫିକା ହଳଦିଆ

ସିଂହ

ଆଜି କମ ପ୍ରୟାସରେ ସଫଳତା ମିଳିପାରେ। ଶୁଭ ପ୍ରସଙ୍ଗର ଆୟୋଜନ ହେବ। ସ୍ତ୍ରୀ ଏବଂ ପୁତ୍ରର ସହଯୋଗ ପ୍ରାପ୍ତ ହେବ। କୌଣସି ମଧ୍ୟ ବସ୍ତୁକୁ କିଣିବା ପାଇଁ ଆଜିର ଦିନ ଶୁଭ ଅଟେ। ଶୁଭରଙ୍ଗ: ଧଳା

କନ୍ୟା

ଆପଣଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ ତାହେଲେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ମାଗିବାରେ ଆପଣ ପଛଘୁଞ୍ଚା କରନ୍ତୁ ନାହିଁ । କୌଣସି ବିଷୟରେ ଚିନ୍ତା କରନ୍ତୁ ନାହିଁ, ଆପଣଙ୍କ ପରିଶ୍ରମରେ ଶେଷରେ ସବୁ ଠିକ ହୋଇଯିବ । ଶୁଭରଙ୍ଗ: ଲାଲ

ତୁଳା

ଭିନ୍ନ ଭିନ୍ନ ସ୍ତରରୁ ଆଦର ସମ୍ମାନ ପାଇବେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବନ୍ଧୁ କିମ୍ବା ସରକାରୀ ସ୍ତରରୁ ଲାଭବାନ୍ ହେବେ । ହଠାତ୍‌ କ୍ରୋଧାନ୍ଵିତ ହୁଅନ୍ତୁ ନାହିଁ ।  ଶୁଭରଙ୍ଗ: କ୍ରୀମ୍‌

ବିଛା

ଆଜି ଆପଣଙ୍କୁ ଉଚିତ ସମୟର ସ˚ଜ୍ଞାନ କରିବାକୁ ହେବ। ନିଜ ବ୍ୟବହାରରେ ସ˚ଯମ ରଖନ୍ତୁ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସନ୍ଧ୍ୟା ସୁଦ୍ଧା କୌଣସି ଭଲ ଖବର ମିଳିପାରେ। ଶୁଭରଙ୍ଗ: ଗୋଳାପୀ

ଧନୁ

ଆଜି ଆପଣଙ୍କର ଦିନ ବହୁତ ଭଲରେ ବିତିବ। ଅଧିକ ପରିଶ୍ରମ କରିପାରନ୍ତି। ଅପରାହ୍ଣ ପରେ କୌଣିସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶୁଭରଙ୍ଗ: ଲାଲ

ମକର

ପ୍ରଣୟ, ରୋମାନ୍ସ, ଯାତ୍ରା, ପର୍ଯ୍ୟଟନ ଏବଂ ମନୋରଞ୍ଜନରେ ଆପଣଙ୍କ ଆଜିର ଦିନ କଟିବ । ମିତ୍ରମାନଙ୍କ ସହିତ ଭୋଜନ କରିବାର ଅବସର ଆସିବ । ବସ୍ତ୍ରାଭୂଷଣ ଏବଂ ବାହନ ପ୍ରାପ୍ତିର ଯୋଗ ଅଛି ।  ଶୁଭରଙ୍ଗ: କଫିିରଙ୍ଗ

କୁମ୍ଭ

ଆପଣ ଶାରୀରିକ ଏବଂ ମାନସିକ ରୁପରେ ସୁସ୍ଥ ରହିବେ। ମନ କିଛି ଅଧିକ ବ୍ୟଗ୍ର ରହିବ। ନକାରାତ୍ମକ ବିଚାର ଆପଣଙ୍କୁ ଚିନ୍ତିତ କରିବ। ଚାକିରି କରୁଥିବା ଲୋକଙ୍କୁ ଚାକିରିରେ ଚିନ୍ତା ରହିବ। ଶୁଭରଙ୍ଗ: ଧଳା

ମୀନ

ଲୋକମାନଙ୍କ ବିଶ୍ବାସ ଆପଣଙ୍କ ଉପରେ କାଏମ ରହିବ। କାମ ପ୍ରତି ବହୁତ ସକ୍ରିୟ ରହିବେ। ଲୋକମାନଙ୍କ ଧୢାନ ଆକର୍ଷିତ କରିବାରେ ସଫଳ ହେବେ। ଦାଂପତ୍ୟ ଜୀବନ ବଢ଼ିଆ ରହିବ। ଶୁଭରଙ୍ଗ: ଲାଲ

ପଢନ୍ତୁ: ଗର୍ଭବତୀ ମହିଳା ଏହିସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Ratnamani Moharana

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Ratnamani Moharana

Leave a Comment