HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

H

ମେଷ

ବ୍ୟବସାୟ ଯୋଜନା ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିବେ। ଅଚାନକ କୌଣସି ସମାରୋହକୁ ଯାଇପାରନ୍ତି। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ ଯାହାକି ଭବିଷ୍ୟତରେ ଲାଭ ମିଳିବ। ଶୁଭରଙ୍ଗ: ଗୋଲାପୀ

ବୃଷ

ଆପଣଙ୍କୁ ନୂଆ କାର୍ଯ୍ୟ କରିବାର ପ୍ରେରଣା ମିଳିବ। ଅବଶ୍ୟ କିଛି ମାମଲାରେ ଅସୁବିଧା ମଧ୍ୟ ହୋଇପାରେ। ଚାକିରି କିମ୍ବା ବ୍ୟବସାୟରେ ପ୍ରତିଦ୍ୱନ୍ଦୀ ବାତାବରଣ ରହିବ। ଲଘୁ ଯାତ୍ରାର ସଂଯୋଗ ଅଛି। ଶୁଭରଙ୍ଗ: ଧଳା

ମିଥୁନ

କିଛି ଅସୁବିଧା ନଥିଲେ ମଧ୍ୟ କର୍ମକ୍ଷେତ୍ରରେ କୌଣସି କାରଣକୁ ନେଇ ଟେନସନ୍ ଲାଗିବ । ପାରିବାରିକ ଜୀବନରେ ସୁବିଧା ବାଦକୁ ଆପଣେଇ ନେଇ ସଫଳ ହେବେ । ଶୁଭରଙ୍ଗ: ଧଳା

କର୍କଟ

ଆଧୢାତ୍ମିକ ଭାବନାରେ ସମୟ ବିତିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ପାରବାରିକ ଜୀବନରେ ସୁଖ ଓ ଶାନ୍ତି ବୃଦ୍ଧି ହେବ। ଶୁଭରଙ୍ଗ: ସବୁଜ

ସିଂହ

ସଫଳତା ନ ମିଳିବାରୁ ନିରାଶ ଦୁଅନ୍ତୁ ନାହିଁ, ଶିଘ୍ର ସବୁ ଠିକ ହେବ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଜି ସାହିତ୍ୟ ଏବଂ କଳାରେ ଆପଣଙ୍କ ରୁଚି ରହିବ ଏବଂ ମନରେ କଳ୍ପନାର ତରଙ୍ଗ ଉଠିବ। ବୌଦ୍ଧିକ ଚର୍ଚ୍ଚାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ଶୁଭରଙ୍ଗ: ଗୋଲାପୀ

କନ୍ୟା

ଗୃହସ୍ଥ ଜୀବନ ସୁଖ ଶାନ୍ତିରେ କଟିବ । ବ୍ୟବସାୟରେ ଆୟ ବୃଦ୍ଧି ଓ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ସହଯୋଗ ପ୍ରାପ୍ତି ହେବ ଓ କମ୍ ପରିଶ୍ରମରେ ଆଶାଜନକ ଫଳପ୍ରାପ୍ତିହେବ । ଶୁଭରଙ୍ଗ: ଧଳା

ତୁଳା

ସଫଳତାର ନୂଆ ପାହାଚରେ ପାଦ ରଖିବେ। ସରକାରୀ କ୍ଷେତ୍ରରେ ଲାଗି ରହଥିବା ବାଧା ଦୂର ହେବ। ବ୍ୟବସାୟରେ ବଡ଼ ସଉଦାରୁ ଲାଭ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ନୀଳ

ବିଛା

ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ । ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ଉଚ୍ଚ ପ୍ରଶଂସିତ ହେବେ । ଶୁଭରଙ୍ଗ: ଲାଲ

ଧନୁ

ଧନ- ସଂପତ୍ତି ଏବଂ ମାନ-ସମ୍ମାନର ଅଧିକାରୀ ବନିବେ। ଘରର ସାଜସଜ୍ଜାରେ ଅଦଳ ବଦଳ କରିପାରନ୍ତି। ଆଳସ୍ୟ ଅନୁଭବ ହୋଇପାରେ, ପରନ୍ତୁ ସ୍ଵାସ୍ଥ୍ୟ ଭଲ ରହିବ। ବାଣୀ ଏବଂ ବ୍ୟବହାର ଉପରେ ଆଜି ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ। ଶୁଭରଙ୍ଗ: ଗୋଲାପୀ

ମକର

ବ୍ୟବସାୟରେ ନୂଆ ଦିଶା ମିଳିବ। ନୂଆ ସାଥୀଙ୍କ ସହିତ ରହି ପୁରୁଣା ସାଥୀଙ୍କୁ ଅଣଦେଖା କଲେ, ଅସୁବିଧାରେ ପଡ଼ି ଯାଇପାରନ୍ତି। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଶୁଭରଙ୍ଗ: ଧଳା

କୁମ୍ଭ

ଆଜି ଆପଣଙ୍କୁ ପ୍ରତ୍ୟେକ ଦୀଗରୁ ଖୁସି ଏବଂ ସଫଳତା ମିଳିବାର ଯୋଗ ଅଛି। ପତ୍ନୀ ଏବଂ ପୁତ୍ରଙ୍କ ତରଫରୁ ଲାଭଦାୟୀ ସମାଚାର ମିଳିବ। ମିତ୍ରମାନଙ୍କୁ ସାକ୍ଷାତକରି ଆନନ୍ଦ ମିଳିବ। ବିବାହ ଇଚ୍ଛୁକ ଲୋକମାନଙ୍କୁ ଯୋଗ୍ୟ ଜୀବନସାଥୀ ମିଳିପାରେ। ଶୁଭରଙ୍ଗ: ଧଳା

ମୀନ

ଅଫିସରେ ବନ୍ଧୁଙ୍କ ସାହାଯ୍ୟ ଏବଂ ଅବଦାନ ଅବିସ୍ମରଣୀୟ ରହିବ । ଦୃଢ ସଂକଳ୍ପ ଦ୍ଵାରା କ୍ଷମତା ହାସିଲ କରିବେ ଓ ପ୍ରିୟଜନମାନେ ଖୁସିର ସନ୍ଦେଶ ଅର୍ପଣ କରିବେ । ବିଦ୍ୟାରେ ଉନ୍ନତି, କୃଷିରେ ଉନ୍ନତି, ରାଜନୀତିରେ ଉନ୍ନତି ହେବ । ଶୁଭରଙ୍ଗ: ଧଳା

ପଢନ୍ତୁ: ମନର ଏକାଗ୍ରତାକୁ ବଢ଼ାଇବାରେ ସହାୟକ ହୋଇଥାଏ ତିଳକ

 

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment