HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

R

ମେଷ

ପୂଜାପାଠ କାର୍ଯ୍ୟକ୍ରମରେ ରୁଚି ବଢ଼ିବ। ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ। ବ୍ୟବସାୟ ସମ୍ବନ୍ଧରେ ଜୀବନସାଥୀଙ୍କ ସହିତ ଆଲୋଚନା କରି ପାରନ୍ତି। ଦୀର୍ଘ ଦିନର ଅଟକିଥିବା ପଇସା ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଲାଲ

ବୃଷ

ଧ୍ୟାନ ଓ ଯୋଗ ମାଧୢମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ। ଜମି ସମ୍ବନ୍ଧୀୟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଭାବିବେ। ଛାତ୍ରଙ୍କୁ ଶୁଭଫଳ ମିଳିବ। ଶୁଭରଙ୍ଗ: କ୍ରୀମ୍‌

ମିଥୁନ

ଦିନଟି ସାଙ୍ଗ ଓ ପରିବାର ସହିତ କଟିବ। ଭଲ ଲୋକଙ୍କ ସହାୟତାରେ ଧନଲାଭ ଯୋଗ ରହିଛି। ସମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି। ଘରୋଇ ଜିନିଷ କିଣିବାରେ ଖର୍ଚ୍ଚ ଅଧିକ ହୋଇପାରେ। ଶୁଭରଙ୍ଗ: ଧଳା

କର୍କଟ

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ମିତ୍ରଙ୍କ ସହଯୋଗ ଓ ସାହାଯ୍ୟ ପାଇବେ। ବ୍ୟବସାୟରେ ନୂଆ ଆୟର ସ୍ରୋତ ମିଳିପାରେ। ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ଛାତ୍ରଙ୍କୁ ଶିକ୍ଷକଙ୍କ ମାର୍ଗ ଦର୍ଶନ ମିଳିବ। ଶୁଭରଙ୍ଗ: ଧଳା

ସିଂହ

କ୍ୟାରିଅରର ସୁଧାର ପାଇଁ ଭଲ ଦିନଟିଏ। ଉତ୍ସାହର ସହିତ ସବୁ କାମ କରିବେ। ଆର୍ଥିକ ମାମଲାକୁ ନେଇ ଯାତ୍ରା ସଫଳ ହେବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବୀଶେଷଙ୍କୁ ସମ୍ମାନ ମିଳିବ। ଘରର ସୁଖ ଶାନ୍ତି ବୃଦ୍ଧି ହୋଇପାରେ। ଶୁଭରଙ୍ଗ: କମଳାରଙ୍ଗ

କନ୍ୟା

କ୍ୟାରିଅର ମାମଲାରେ ସଠିକ୍‌ ବିଚାର କରିପାରନ୍ତି। ବ୍ୟବସାୟର ଶୀଘ୍ର ଫଇସଲାରେ ଲାଭ ମିଳିବ। ପିତା-ମାତା କୌଣସି ଜରୁରୀ କାମ ପୂରା କରି ନେବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପ୍ରାପ୍ତ ହେବ। ଶୁଭରଙ୍ଗ: ଗୋଲାପୀ

ତୁଳା

ଆଜି ଆପଣଙ୍କର ଅଶାନ୍ତି ଟିକେ ବଢ଼ିପାରେ। କୌଣସି ମାମଲାରେ ଫଇସଲା ନେବାର ଅସୁବିଧା ହୋଇପାରେ। ଅଫିସରେ ଅଧିକାରୀଙ୍କୁ ଇଆଡ଼ୁ ସିଆଡ଼ୁ କିଛି କୁହନ୍ତୁ ନାହିଁ। ବାହାର କାମରେ ଗଲାବେଳେ ବାହନ ସାବଧାନତାର ସହ ଚଳାନ୍ତୁ। ଶୁଭରଙ୍ଗ: ଧଳା

ବିଛା

ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ବ୍ୟବସାୟ ସମ୍ବନ୍ଧୀୟ କାମରେ ଯାତ୍ରା କରିବେ। ଅଫିସରେ ଆପଣଙ୍କ କାମକୁ ପ୍ରଶ˚ସା ମିଳିବ। ଅଚାନକ ଧନଲାଭ ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା

ଧନୁ

ଆପଣ ପୂରାଦିନ ନୂଆ ଊର୍ଜା ଭରା ରହିବେ। ଅଫିସ ଆଲୋଚନାରେ ଆପଣଙ୍କ କଥାକୁ ଠିକ୍‌ ଭାବେ ରଖିପାରିବେ। ବ୍ୟବସାୟୀଙ୍କୁ ବଡ଼ ସଫଳତା ମିଳିପାରେ। ରାଜନୈତିକ ମହତ୍ବାକା˚କ୍ଷା ପୂରା ହେବ। ଶୁଭରଙ୍ଗ: ଧଳା

ମକର

ଖୋଦ୍‌କୁ ଊର୍ଜବାନ ଅନୁଭବ କରିବେ। କୌଣସି ନିକଟ ସ˚ପର୍କିୟଙ୍କ ଠାରୁ ଖୁସି ଖବର ମିଳିପାରେ। ସମାଜରେ ସମସ୍ତଙ୍କ ସହିତ ତାଳମେଳ ବଜାୟ ରଖିବାର ଧୢାନ ଦେବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା

କୁମ୍ଭ

ଆପଣଙ୍କର ନୂଆ ଲୋକଙ୍କ ସହିତ ମନର ମେଳ ହେବ, ଯାହାକି ଭବିଷ୍ୟତରେ ଲାଭ ମିଳିବ। ଅଫିସ କାମରେ ସହର ବାହାରକୁ ଯିବେ। ଛାତ୍ରଙ୍କୁ ପଢ଼ିବା ଲେଖିବାରେ ପରିଶ୍ରମ କରିବା ଜରୁରୀ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଧୂସର

ମୀନ

ଦିନଟି ସବୁ ଦୃଷ୍ଟିରୁ ଭଲ। କ୍ୟାରିଅର ସମ୍ବନ୍ଧୀୟ ନୂଆ ଅବସର ମିଳିବ। ବନ୍ଧୁ ଓ ପାଖଲୋକଙ୍କ ସହିତ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧଳା

ପଢନ୍ତୁ: ଅସଫଳ କାମକୁ ସଫଳ କରେ ଗୋଲମରିଚ, ଜାଣନ୍ତୁ କିପରି

Related posts

ଜାଣନ୍ତୁ ଆଜିର ରାଶିଫଳ

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଜାଣନ୍ତୁ ଆଜିର ରାଶିଫଳ

ENO Beuro

Leave a Comment