HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Untitled 1

ମେଷ

ଆପଣଙ୍କ ଲାଗି ଦିନଟି ଉତ୍ସାହପୂର୍ଣ୍ଣ ରହିବ। କ୍ୟାରିଅରରେ ଆପଣଙ୍କର ବଢ଼ିଆ ସୁନିଶ୍ଚିତ ହେବ। ଉଦିତ ଲେଖକଙ୍କ ପାଇଁ ଦିନଟି ଶୁଭ। ଆପଣ କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି। ଦାଂପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା

ବୃଷ

ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସାକ୍ଷାତ୍‌ ଆଲୋଚନା ହେବ। କୌଣସି ସମସ୍ୟାର ସମାଧାନ ଲାଗି ରାସ୍ତା ମିଳିବ। ଘରେ ଛୋଟିଆ ସମାରୋହର ଆୟୋଜନ କରିପାରନ୍ତି। ଦାଂପତ୍ୟ ସମ୍ବନ୍ଧରେ ପ୍ରସନ୍ନତା ଆସିବ। ଲେଖାପଢ଼ାରେ ସାଥୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: ବାଦାମୀ

ମିଥୁନ

ଆପଣଙ୍କ ଭିତରେ ନୂଆ ଊର୍ଜା ସ˚ଚାର ହେବ। ରୋଜଗାର କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିପାରେ। ଶତ୍ରୁଙ୍କୁ ପରାସ୍ତ କରିବେ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ସବୁଜ

କର୍କଟ

ଆପଣଙ୍କ ଲାଗି ବଢ଼ିଆ ସମ୍ଭାବନା ରହିଛି। ଉନ୍ନତି ଲାଗି କୌଣସି ବଢ଼ିଆ ସୁଯୋଗ ମିଳିବ। ଆର୍ଥିକ ରୂପେ ମଜଭୁତ ବଜାୟ ରହିବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରିୟ ବନ୍ଧୁଙ୍କ ସହିତ ବାହାରକୁ ବୁଲି ଯିବେ। ଶୁଭରଙ୍ଗ: ଧଳା

ସିଂହ

ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ଜାଗ୍ରତ ହେବ। ଆପଣଙ୍କର କଥା ଓ କାମ କରିବା କୌଶଳ ଲୋକଙ୍କୁ ଖୁସି କରାଇବ। ଅଚାନକ ଧନପ୍ରାପ୍ତି ହେବ। ବନ୍ଧୁ ମାନଙ୍କ ସହିତ ଆପଣଙ୍କର ଭଲ ସମୟ ବିତିବ। ପରିବାରରେ ଖୁସିର ମାହୋଲ ରହିବ। ଶୁଭରଙ୍ଗ: ମ୍ୟାଜଣ୍ତା

କନ୍ୟା

ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ସାମାଜିକ କାର୍ଯ୍ୟରେ ଅ˚ଶ ଗ୍ରହଣ କରିବେ। ବେପାରରେ ଅଚାନକ ଧନଲାଭର ସୁଯୋଗ ମିଳିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା

ତୁଳା

ଆପଣ ନିଜ ସ୍ବପ୍ନର ଦୁନିଆରେ ବିଚରଣ କରିବେ। ମିଠା ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣି ନେବେ। କୌଣସି ଜରୁରି କାମରେ ବଡ଼ ଭାଇ ଭଉଣୀଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯାଇପାରନ୍ତି। ଶୁଭରଙ୍ଗ: ଲାଲ

ବିଛା

ଜୀବନରେ ମଉଜ ମଜଲିସ ଲାଗି ଭଲ ସୁଯୋଗ ମିଳିବ। ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ବିଜ୍ଞାନ ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ମେରୁନ

ଧନୁ

ଆପଣଙ୍କ ମନ ଆଧୢାତ୍ମିକ ଦିଗରେ ଅଧିକ ଲାଗି ରହିବ। କ˚ପାନି ଚାକିରିଆଙ୍କୁ ନୂଆ ପରିଯୋଜନା ମିଳିବ। ଆର୍ଥିକ ପକ୍ଷ ମଜଭୁତ ବଜାୟ ରହିବ। ପୁରୁଣା ବନ୍ଧୁଙ୍କ ସାକ୍ଷାତ ହେବାର ସମ୍ଭାବନା। ବିଦ୍ୟାର୍ଥୀଙ୍କୁ ପରିକ୍ଷାରେ ଭଲ ପରିଣାମ ମିଳିବ। ଶୁଭରଙ୍ଗ: ଧଳା

ମକର

ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ପରିବାର ଲୋକଙ୍କ ସହିତ ଧର୍ମସ୍ଥାନକୁ ଯାତ୍ରାରେ ଯିବେ। ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡ଼କୁ ରହିବ। ବ୍ୟବସାୟରେ ବଡ଼ ସଉଦା ହେବ। ଅଫିସରେ ଆପଣଙ୍କୁ ଅଧସ୍ତନ କର୍ମଚାରୀଙ୍କ ସହଯୋଗ ମିଳିବ। ଶୁଭରଙ୍ଗ: କଫିରଙ୍ଗ

କୁମ୍ଭ

ବିଚାରରେ ସକାରାତ୍ମକ ବଜାୟ ରଖନ୍ତୁ। କୌଣସି ଖାସ୍‌ ବ୍ୟକ୍ତିଙ୍କ ସାକ୍ଷାତ୍‌ ଆଲୋଚନା ହୋଇପାରେ। ଅଫିସରେ କିଛି ନୂଆ କରିପାରନ୍ତି। ବ୍ୟବସାୟରେ ବିରୋଧୀମାନଙ୍କ ପ୍ରତି ସାବଧାନ ରହନ୍ତୁ। ଶୁଭରଙ୍ଗ: ବାଦାମୀ

ମୀନ

ଆଜି ଖୋଦକୁ ଊର୍ଜାବାନ ଅନୁଭବ କରିବେ। ଆପଣଙ୍କର ସବୁ ସମୟରେ ପୂରା ହୋଇଯିବ। ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସୌଭାଗ୍ୟ ପ୍ରାପ୍ତ ହେବ। ବୈବାହିକ ଜୀବନରେ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା

ପଢନ୍ତୁ: ଜ୍ୟୋତିଷ ଶାସ୍ତ୍ରନୁସାରେ ହନୁମାନଙ୍କୁ ପାନ ବିଡ଼ା ଅର୍ପଣ କଲେ ଦୂର ହେବ ବିଭିନ୍ନ ସମସ୍ୟା

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

୨୧ ଡିସେମ୍ବର ଗୁରୁବାର ରାଶିଫଳ , ଆସନ୍ତୁ ଜାଣିବା କେମିତି କଟିବ ଆପଣଙ୍କ ଦିନ

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment