HOROSCOPES

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Untitled 1

ମେଷ

ଆପଣଙ୍କର ସ୍ବଭାବ ନେତାଙ୍କ ଭଳି ରହିବ। କୌଣସି କାମରେ ଯଥେଷ୍ଟ ବ୍ୟସ୍ତ ରହିପାରନ୍ତି। କାନୁନ ବିବାଦ ସମାଧାନ କରିବାରେ ସଫଳତା ମିଳିବ। ବ୍ୟବସାୟରେ ନୂଆ ନେଣଦେଣ ହୋଇପାରେ। ଶୁଭରଙ୍ଗ: କଫିରଙ୍ଗ

ବୃଷ

ପରିବାର ସହିତ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ମନରେ ସକାରାତ୍ମକ ଊର୍ଜା ସ˚ଚାର ହେବ। ଆପଣଙ୍କୁ କୌଣସି ମହତ୍ତ୍ବପୂର୍ଣ୍ଣ ସମାଚାର ମିଳିବ। କାର୍ଯ୍ୟ କ୍ଷେତ୍ରରେ ଯଥେଷ୍ଟ ସଫଳତା ମିଳିବ। ଶୁଭରଙ୍ଗ: ଗୋଲାପୀ

ମିଥୁନ

କାମ ଅଧିକ ଲାଭ କମ୍‌ ମିଳିବାର ଆଶା ରହିଛି। ଆପଣ କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି। ବ୍ୟବସାୟରେ ଭଲ ସଉଦା ହେବାର ସମ୍ଭାବନା। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ। ଶୁଭରଙ୍ଗ: ବାଦାମୀ

କର୍କଟ

ବାପାଙ୍କର ସ୍ନେହ ଓ ଆଶୀର୍ବାଦ ପାଇବା ହେତୁ ମନକୁ ଶାନ୍ତି ମିଳିବ। ଆପଣଙ୍କର ପୂରା ଧୢାନ କ୍ୟାରିଅରର ଆଗକୁ ବଢ଼ାଇବାରେ ରହିବ। ଦାଂପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧଳା

ସିଂହ

ପ୍ରତିଟି କ୍ଷେତ୍ରରେ ଭାଗ୍ୟର ସାଥ ମିଳିବ। ସବୁ ଲୋକ ଆପଣଙ୍କ କାମରେ ପ୍ରଭାବିତ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବିରୋଧୀ କ୍ଷତି ପହଞ୍ଚାଇବା ପାଇଁ ଅସଫଳ ପ୍ରୟାସ କରିବେ। ଜୀବନସାଥୀଙ୍କ ଭାବନାକୁ ଆଦର କରିବେ। ଶୁଭରଙ୍ଗ: କଫିରଙ୍ଗ

କନ୍ୟା

ଆପଣ କୌଣସି ପୁରୁଣା କଥାକୁ ନେଇ ଉଦ୍‌ବେଗରେ ରହିପାରନ୍ତି। ଧନ ସ˚ପଦ ମାମଲାରେ ବୁଦ୍ଧିମତ୍ତାରେ କାମ କରନ୍ତୁ। ଅଫିସ କାମରେ କୌଣସି ଆହ୍ବାନ ମିଳିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ସବୁଜ

ତୁଳା

ଆର୍ଥିକ ଲାଭ ପାଇଁ ଶୁଭ ଦିନଟିଏ। ଆପଣଙ୍କୁ ଭାଗ୍ୟର ପୂରା ସାଥ ମିଳିବ। ଜୀବନସାଥୀ କୌଣସି କାମ ଲାଗି ଆପଣଙ୍କୁ ପ୍ରଶ˚ସା କରିବେ। ରାଜନୀତିରେ ମନୋକାମନା ପୂରା ହେବ। ଘରକୁ ଅଚାନକ ଅତିଥି ଆସିପାରନ୍ତି। ଶୁଭରଙ୍ଗ: ଆକାଶିନୀଳ

ବିଛା

ଖୋଦକୁ ଊର୍ଜାବନ ଅନୁଭବ କରିବେ। ଆପଣଙ୍କର ଭାବିଥିବା କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ରହିବ। ବ୍ୟବସାୟୀ କିଛି ନୂଆ ଯୋଜନା ପ୍ରସ୍ତୁତ କରିବେ। ଦାଂପତ୍ୟ ଜୀବନରେ ତାଳମେଳ ଓ ମଧୁରତା ବଜାୟ ରହିବ। ଶୁଭରଙ୍ଗ: ଧଳା

ଧନୁ

ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଅତୁଟ ରହିବ। ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଚାକିରିଆଙ୍କ ଲାଗି ଦିନଟି ଲାଭକାରୀ ରହିବ। ଆପଣଙ୍କର ଭୌତିକ ସୁଖ ସାଧନରେ ବୃଦ୍ଧି ହେବ। ଶୁଭରଙ୍ଗ: ବାଦାମୀ

ମକର

ଜୀବନସାଥୀଙ୍କ ସହିତ କୌଣସି ବିଷୟ ଉପରେ ଆଲୋଚନା କରିବେ। ଅଫିସ ମହଲରେ ଆପଣଙ୍କୁ କଷ୍ଟ ହୋଇପାରେ। ବ୍ୟବସାୟରେ ପ୍ରତିଯୋଗୀ ମନୋଭାବ ତ୍ୟାଗ କରନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ଶୁଭରଙ୍ଗ: ଧଳା

କୁମ୍ଭ

ଆପଣଙ୍କର ଜୀବନସାଥୀ କୌଣସି କାମରେ ସହଯୋଗ କରିବେ। ଆପଣଙ୍କୁ ବେପାରରେ ଲାଭ ହେବାର ଆଶା ରହିଛି। ହ୍ବାଟସପ୍‌ରେ ବନ୍ଧୁମାନଙ୍କ ସହିତ ଚାଟିଙ୍ଗ୍‌ରେ ଅଧିକ ସମୟ ବିତେଇବେ। ରାତିରେ ନିଦ ଭଲ ହେବ। ଶୁଭରଙ୍ଗ: ନୀଳ

ମୀନ

ଆପଣଙ୍କ ଊର୍ଜାର ସ୍ତର ବଢ଼ିଆ ରହିବ। ଆପଣଙ୍କୁ ଏକକାଳୀନ ଅନେକ କାମ ସମ୍ଭାଳିବାକୁ ପଡ଼ିବ। ପୈତୃକ ସ˚ପତ୍ତିର ଭାଗବଣ୍ଟା ଆପଣଙ୍କ ପକ୍ଷରେ ରହିବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ପ୍ରେମ ସମ୍ବନ୍ଧରେ ମଜଭୁତ ଆସିବ। ଶୁଭରଙ୍ଗ: ଧଳା

ପଢନ୍ତୁ: ଏପରି କରନ୍ତୁ ବୁନ୍ଦି ଲଡ଼ୁର ବ୍ୟବହାର ମିଳିଥାଏ ଅନେକ ସମସ୍ୟାରୁ ମୁକ୍ତି

Related posts

୨୯ ନଭେମ୍ବର , ବୁଧବାର – ରାଶିଫଳ

ENO Beuro

୩ ନଭେମ୍ବର , ରାଶିଫଳ

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment