HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

Untitled Rasiphala

ମେଷ

କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ ସମୟରେ ଉଚିତ ନିର୍ଣ୍ଣୟ ନେବେ। ରାଜନୀତିରେ ମନୋକାମନା ପୂରଣ ହେବ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ବାତାବରଣ ରହିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ହାସଲ କରିବେ। ଶୁଭରଙ୍ଗ: ଧଳା

ବୃଷ

ପୂଜାପାଠରେ ଅଧିକ ସମୟ ବିତିବ। ଆପଣଙ୍କ ମନରେ ଦୟାର ଭାବନା ବଜାୟ ରହିବ। ମିତ୍ରଙ୍କ ସହିତ କିଛି ସମୟ ଅତିବାହିତ କରିବେ। ଲେଖକଙ୍କ ବିଚାରର ସମ୍ମାନ ହେବ। ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଶୁଭରଙ୍ଗ: ଘିଅରଙ୍ଗ

ମିଥୁନ

ଆଜି ଆପଣ ନିଜ ଉପରେ ଟିକେ ନିୟନ୍ତ୍ରଣ ରଖିବା ଦରକାର। ଅଧିକାରୀ ଆପଣଙ୍କ ଉପରେ କାମର ଚାପ ପକାଇବେ। ବ୍ୟବସାୟରେ ଆଶାଠୁଁ ଲାଭ କମ୍‌ ହେବ। ମାଆଙ୍କ ଉପଚାରରେ ଖର୍ଚ୍ଚ ଅଧିକ ହୋଇପାରେ। ଶୁଭରଙ୍ଗ: ଧଳା

କର୍କଟ

ନୂଆ କାମ ଧନ୍ଦା ସମ୍ବନ୍ଧରେ ଚିନ୍ତା କରିବେ। ମିତ୍ରଙ୍କ ସାହାଯ୍ୟ ପାଇବେ। ଚାକିରିରେ ସକାରାତ୍ମକ ପରିବର୍ତ୍ତନ ହୋଇପାରେ। ଦାଂପତ୍ୟ ଜୀବନ‌‌େର ପାରସ୍ପରିକ ବିଶ୍ବାସରେ ମଜଭୁତ ଆସିବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ଧୂସର

ସିଂହ

ବ୍ୟବସାୟରେ ବଡ଼ ବଡ଼ ଲୋକଙ୍କ ସହିତ ସାକ୍ଷାତ୍‌ ଲାଭକାରୀ ହେବ। ମନ ଆନନ୍ଦିତ ରହିବ। ଅଫିସରେ ଆପଣଙ୍କ କାମକୁ ସୁଚାରୁରୂପେ ତୁଲାଇବେ। ପ୍ରତିଯୋଗିତା ପରୀକ୍ଷାରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା

କନ୍ୟା

ଦିମାକରେ ଲାଗି ରହଥିବା ଓଲଟପାଲଟ ଚିନ୍ତାଧାରା ସମାପ୍ତ ହୋଇଯିବ। କୌଣସି ନୂଆ କାମରେ ଆପଣଙ୍କୁ ସଫଳତା ଜରୁର ମିଳିବ। ବେପାରିବର୍ଗଙ୍କୁ ଅଚାନକ ଧନଲାଭ ହେବ। ଛାତ୍ରଛାତ୍ରୀଙ୍କୁ କ୍ୟାରିଅର ଗଢ଼ିବା ଲାଗି ସୁନ୍ଦର ପ୍ରସ୍ତାବ ମିଳିବ। ଶୁଭରଙ୍ଗ: ସବୁଜ

ତୁଳା

ଦିନଟି ଆପଣଙ୍କ ଲାଗି ସହଜ ହେବ। ପରିବାର ଲୋକଙ୍କ ଠାରୁ ପୂରା ସହଯୋଗ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ବିଚାର କରିପାରନ୍ତି। ଚାକିରି ଖୋଜୁଥିବା ମହିଳାଙ୍କୁ ବଢ଼ିଆ ଚାକରିର ମିଳିବ। ଶୁଭରଙ୍ଗ: ଆକାଶିନୀଳ

ବିଛା

ଆପଣଙ୍କ ଉପରେ ପ୍ରଭୁଙ୍କ କୃପା ଦୃଷ୍ଟି ରହିଛି। ଘର ଓ ଦୋକାନରେ ଲାଗି ରହିଥିବା ସମସ୍ୟା ସମାଧାନ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଅଫିସରେ ଦିନଟି ଭଲରେ କଟିବ। ବୈବାହିକ ଜୀବନ ପାଇଁ ଦିନଟି ଭଲ। ଶୁଭରଙ୍ଗ: ଧଳା

ଧନୁ

ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ବେପାରରେ ଅଚାନକ ଫାଇଦା ହେବ। ସିନିଅରଙ୍କ ଠାରୁ କିଛି ଶିକ୍ଷା ଲାଭ କରିବେ। କାହାରିକୁ ଆପଣ ରକ୍ଷା କରିବାକୁ ଚେଷ୍ଟା କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: କ୍ରୀମ୍‌

ମକର

ଖୋଦ୍‌କୁ ଊର୍ଜବାନ ଅନୁଭବ କରିବେ। କୌଣସି ନିକଟ ସ˚ପର୍କିୟଙ୍କ ଠାରୁ ଖୁସି ଖବର ମିଳିପାରେ। ସମାଜରେ ସମସ୍ତଙ୍କ ସହିତ ତାଳମେଳ ବଜାୟ ରଖିବାର ଧୢାନ ଦେବେ। ଜୀବନସାଥୀଙ୍କୁ ଖୁସି ରଖିବା ଲାଗି ଉପହାର ଦେଇପାରନ୍ତି। ଶୁଭରଙ୍ଗ: ଧଳା

କୁମ୍ଭ

ଆପଣଙ୍କର ନୂଆ ଲୋକଙ୍କ ସହିତ ମନର ମେଳ ହେବ, ଯାହାକି ଭବିଷ୍ୟତରେ ଲାଭ ମିଳିବ। ଅଫିସ କାମରେ ସହର ବାହାରକୁ ଯିବେ। ଛାତ୍ରଙ୍କୁ ପଢ଼ିବା ଲେଖିବାରେ ପରିଶ୍ରମ କରିବା ଜରୁରୀ। ପ୍ରେମ ଜୀବନ ଖୁବ୍‌ ରୋଚକ ଓ ଆନନ୍ଦମୟ ରହିବ। ଶୁଭରଙ୍ଗ: ଧୂସର

ମୀନ

ଦିନଟି ସବୁ ଦୃଷ୍ଟିରୁ ଭଲ। କ୍ୟାରିଅର ସମ୍ବନ୍ଧୀୟ ନୂଆ ଅବସର ମିଳିବ। ବନ୍ଧୁ ଓ ପାଖଲୋକଙ୍କ ସହିତ ସୌହାର୍ଦପୂର୍ଣ୍ଣ ସମ୍ବନ୍ଧ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ରାଜନୀତିକ ନେତାଙ୍କ ଲାଗି ଦିନଟି ଭଲ ରହିବ। ଶୁଭରଙ୍ଗ: ଧଳା

ପଢନ୍ତୁ: ଶୁଭଫଳ ପ୍ରାପ୍ତି ପାଇଁ ଗୃହରେ ରଖନ୍ତୁ ମାଟିପାତ୍ର, ଆପଣଙ୍କ ଭାଗ୍ୟକୁ ବଦଳାଇଦେବ

Related posts

ଜୁଲାଇ ୭ ଶନିବାର:ଜାଣନ୍ତୁ ଆଜିର ରାଶିଫଳ

ENO Beuro

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

Leave a Comment