HOROSCOPES

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Untitled Rasiphala

ମେଷ

ନିବେଶ ମାମଲାରେ ଆପଣଙ୍କୁ କୌଣସି ନୂଆ ପରାମର୍ଶ ମିଳିପାରେ। କଳା ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ବିଶେଷ ଫାଇଦା ହୋଇପାରେ। ସ୍ବାସ୍ଥ୍ୟ ମାମଲାରେ ଦିନଟି ଠିକ୍‌ଠାକ୍‌ ରହିବ। ପ୍ରେମରେ ସଫଳତା ମିଳିବ। ଶୁଭରଙ୍ଗ: କଫିରଙ୍ଗ

ବୃଷ

ଆପଣଙ୍କର ଆତ୍ମବିଶ୍ବାସ ଉଚ୍ଚା ରହିବ। ସାମାଜିକ କାର୍ଯ୍ୟରେ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ବ୍ୟବସାୟରେ ଉନ୍ନତି ହେବ। ପାରିବାରିକ ସ୍ତରରେ ଖୁସିରେ ବୃଦ୍ଧି ହେବ। ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା

ମିଥୁନ

ଦିନଟି ଆବେଗ ଭରା ରହିବ। ମନ ଚାହୁଁଥିବା କ˚ପାନିରେ ଚାକିରି ମିଳିବା ହେତୁ ଖୁସି ହେବେ। ବନ୍ଧୁଙ୍କ ସହିତ ସମ୍ବନ୍ଧ ବଢ଼ିଆ ହେବ। ବ୍ୟବସାୟରେ ତୁରନ୍ତ ଫଇସଲା ଲାଭପ୍ରଦ ହେବ। ଛାତ୍ରୀଙ୍କୁ ପରିଶ୍ରମର ବଢ଼ିଆ ପରିଣାମ ମିଳିବ। ଶୁଭରଙ୍ଗ: ଗୋଲାପୀ

କର୍କଟ

କୌଣସି ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେତୁ ପୀଡ଼ା ଦୂର ହେବ। ଆପଣଙ୍କ ପରିଶ୍ରମର ଉଚିତ ପରିଣାମ ପ୍ରାପ୍ତ ହେବ। ବେପାରିଙ୍କୁ ଅଚାନକ ଧନଲାଭ ହୋଇପାରେ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: କ୍ରୀମ୍‌

ସିଂହ

ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ସଫଳତା ଓ ଉଚ୍ଚପଦ ମିଳିବାର ଯୋଗ ରହିଛି। ଅନ୍ୟମାନଙ୍କ ସହିତ ଆପଣଙ୍କର ବଢ଼ିଆ ତାଳମେଳ ବଜାୟ ରହିବ। ଛାତ୍ରଙ୍କର ପଢ଼ିବାରେ ପ୍ରଦର୍ଶନ ଭଲ ରହିବ। ଶୁଭରଙ୍ଗ: ଗୋଲାପୀ

କନ୍ୟା

କାର୍ଯ୍ୟକ୍ଷେତ୍ରରେ ବାଧା ଉପୁଜିବା ହେତୁ ଟିକେ ବ୍ୟଥିତ ହେବେ। ପଇସା ନେଣେ ଦେଣେରେ ନିବୃତ୍ତ ରହନ୍ତୁ। ପରିବାର ଲୋକଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରି ପାରନ୍ତି। ସୁଷମ ଖାଦ୍ୟ ଭୋଜନ କରନ୍ତୁ। ଶୁଭରଙ୍ଗ: ଧଳା

ତୁଳା

ଆଜି ଆପଣଙ୍କର ବଡ଼ରୁ ବଡ଼ କାର୍ଯ୍ୟ ହୋଇଯିବ। ସାମାଜିକ ସ୍ତରରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଆର୍ଥିକ ରୂପେ ଆପଣଙ୍କୁ ମାତା ପିତାଙ୍କ ସାହାଯ୍ୟ ମିଳିବ। ଅଫିସରେ ଆପଣଙ୍କର ସମସ୍ତଙ୍କ ସହିତ ବଢ଼ିଆ ତାଳମେଳ ରହିବ। ଶୁଭରଙ୍ଗ: ସବୁଜ

ବିଛା

କାରବାରରେ ଆପଣଙ୍କୁ ଲାଭ ହି ଲାଭ ହେବ। ଚାକିରିଆଙ୍କୁ ଭଲ ଖବର ମିଳିପାରେ। ଶିକ୍ଷକଙ୍କ ଲାଗି ସଫଳତାର ଦିନଟିଏ। ରାଜନୀତିରେ ସଫଳତା ପାଇବେ। ଆପଣଙ୍କର ପ୍ରେମ ସମ୍ବନ୍ଧ ମଜଭୁତ ହେବ। ଶୁଭରଙ୍ଗ: ଧଳା

ଧନୁ

ପୂର୍ବରୁ କରିଥିବା କାମରେ ଆଜି ଆପଣଙ୍କୁ ଲାଭ ମିଳିବ। କାରବାର ସମ୍ବନ୍ଧୀୟ ଯାତ୍ରା କରିବାକୁ ପଡ଼ିପାରେ। କବିମାନେ ନୂଆ କବିତା ରଚନା କରିବେ। ପରିବାରରେ ଖୁସିର ମାହୋଲ ରହିବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ବଢ଼ିଆ ପରିଣାମ ମିଳିବ। ଶୁଭରଙ୍ଗ: ଲାଲ

ମକର

କୌଣସି କାମକୁ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିବାରର ବଡ଼ ଫଇସଲା ନେବା ପୂର୍ବରୁ ସମସ୍ତଙ୍କ କଥା ଶୁଣନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ବଢ଼ିଆ ରହିବ। ଶୁଭରଙ୍ଗ: ଧଳା

କୁମ୍ଭ

ଖୋଦ୍‌କୁ ସୁସ୍ଥ ସବଳ ଅନୁଭବ କରିବେ। ଆପଣଙ୍କ କାମ ଧନ୍ଦାରେ ସ୍ଥିରତା ବଜାୟ ରହିବ। ଆପଣଙ୍କୁ କୌଣସି ମହିଳା ମିତ୍ରଙ୍କ ସହଯୋଗ ମିଳିପାରେ। କାନୁନ ବିବାଦ ସମାପ୍ତ କରିବାରେ ସଫଳତା ମିଳିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ଧୂସର

ମୀନ

ପୂଜାର୍ଚ୍ଚନାରେ ଅଧିକ ସମୟ ବିତିବ। ଆପଣଙ୍କ କଳ୍ପନା ଶକ୍ତିରେ ଆପଣଙ୍କୁ ଲକ୍ଷ୍ୟ ମିଳିବ। ପ୍ରତିଷ୍ଠା ବଢ଼ିବ ଏବ˚ କାରବାରରେ ଉନ୍ନତି ହେବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ଶୁଭରଙ୍ଗ: ଫିକା ହଳଦିଆ

ପଢନ୍ତୁ: ଶୁଭଫଳ ପ୍ରାପ୍ତି ପାଇଁ ଗୃହରେ ରଖନ୍ତୁ ମାଟିପାତ୍ର, ଆପଣଙ୍କ ଭାଗ୍ୟକୁ ବଦଳାଇଦେବ

 

Related posts

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

୧୫ ନଭେମ୍ବର , ବୁଧବାର – ରାଶିଫଳ

ENO Beuro

ଜାଣନ୍ତୁ ଆଜିର ଦିନଟି କେମିତି କଟିବ

Ratnamani Moharana

Leave a Comment