HOROSCOPES

ଜାଣନ୍ତୁ କ’ଣ କହୁଛି ଆଜି ଆପଣଙ୍କ ରାଶି

ମେଷ

ଜୀବନସାଥୀଙ୍କ ଠାରୁ ଉପଯୁକ୍ତ ପରାମର୍ଶ ପାଇବେ। ବେପାରରେ ବେଶୀ ଲାଭ ପାଇବା ପାଇଁ ମନପ୍ରାଣ ଢ଼ାଳି କାମ କରିବେ। ରାଜନୀତିରେ ମନୋକାମନା ପୂରା ହେବ। ଶୁଭରଙ୍ଗ: ଧଳା

ବୃଷ  

ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ ରହିବା ପାଇଁ ଶୁଭ ଦିନ ଅଟେ ।  ଚାକିରିପେଶା ବର୍ଗଙ୍କ ପାଇଁ ଆଜି ଲାଭର ଦିନ ଅଟେ । ଆର୍ଥିକ ଲାଭର ସମ୍ଭାବନା ଅଛି ।ଶୁଭରଙ୍ଗ: ଧଳା

ମିଥୁନ

ଆଜି ଆପଣ ଦାୟୀତ୍ତ୍ୱର ସହ କିଛି କାମ କରିବାରେ ଅସୁବିଧା ହେବ ।  ବିଦ୍ୟାର୍ଥିମାନଙ୍କପାଇଁ ପାଠପଢ଼ାରେ ସଫଳତା ମିଳିବ । ସ୍ଵଭାବରେ ପରିବର୍ତ୍ତନ ଆସିବ ।ସାର୍ବଜନିକ ରୂପରେ ମାନହାନି ନ ହେଉ ଏହାର ଧ୍ୟାନ ରଖିବେ । ଶୁଭରଙ୍ଗ: ସବୁଜ

କର୍କଟ

ପ୍ରଭୁଙ୍କ କୃପାରୁ ସଫଳତା ଆପଣଙ୍କ ସାମନାରେ ଦଣ୍ତାୟମାନ। ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେନାହିଁ। ବେପାରିଙ୍କୁ ଆୟର ନୂଆ ସ୍ରୋତ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ଶୁଭରଙ୍ଗ: ଆକାଶିନୀଳ

ସିଂହ

ମାନ-ସମ୍ମାନ ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ପରିବାରରେ ହସଖୁସିର ପରିବେଶ ରହିବ। ଜଳାଶୟ ଠାରୁ ଦୂରେଇ ରୁହନ୍ତୁ। ଜୀବନସାଥୀ ସହିତ ଅଧିକ ନିକଟତା ଅନୁଭବ କରିବେ ।  ଶୁଭରଙ୍ଗ: ଧଳା

କନ୍ୟା

ଦିନ ମିଶ୍ରିତ ଫଳଦାୟୀ ରହିବ। ପରିଜନମାନଙ୍କ ସହିତ ବୈଠକରେ ମହତ୍ଵପୂର୍ଣ୍ଣ ଚର୍ଚ୍ଚା କରିବେ।କୌଟୁମ୍ବିକ ସୁଖ-ଶାନ୍ତି ରହିବ । ଉତ୍ତମ ଦାମ୍ପତ୍ୟ ଜୀବନଙ୍କର ଅନୁଭୂତି ହେବ ।ଶୁଭରଙ୍ଗ: ଲାଲ

ତୁଳା

ଆର୍ଥିକ ଆୟୋଜନମାନଙ୍କ ଏବଂ ନୂଆ କାର୍ଯ୍ୟର ପ୍ରାରମ୍ଭ କରିବା ପାଇଁ ଉତ୍ତମ ଦିନ ଅଟେ । ବ୍ୟାପାରରେ ଲାଭ, ଚାକିରିରେ ପଦୋନ୍ନତି ଏବଂ ଆୟ ସ୍ରୋତରେ ବୃଦ୍ଧି ହେବାରୁ ଆପଣ ଖୁବ ଆନନ୍ଦ ଏବଂ ସନ୍ତୋଷର ଭାବନା ଅନୁଭବ କରିବେ । ଶୁଭରଙ୍ଗ: ଧଳା

ବିଛା

ଦିନଟି ଶୁଭାରମ୍ଭ ଭଲରେ ହେବ। କିଛି ଖାାସ୍‌ କାମରେ ଯାତ୍ରାରେ ଯିବେ। ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିଦେବ। ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଭାବିବେ। ଶୁଭରଙ୍ଗ: ଘିଅରଙ୍ଗ

ଧନୁ

ଆଜି ଆପଣ ପାରିବାରିକ ତଥା ସାମାଜିକ କଥାଗୁଡ଼ିକ ବିଶେଷ ଲିପ୍ତ ରହିବେ। ପ୍ରିୟ ବ୍ୟକ୍ତିମାନଙ୍କ ସହିତ ସାକ୍ଷାତକରି ମନକୁ ଆନନ୍ଦିତ କରିବେ। ଭାଗ୍ୟବୃଦ୍ଧିର ପ୍ରବଳ ଯୋଗ ଅଛି।   ଶୁଭରଙ୍ଗ: ଧଳା

ମକର

କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ପରିବାରର କୌଣସି ସଦସ୍ୟଙ୍କ ସହ ଝଗଡ଼ା ହୋଇପାରେ।ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।ଶୁଭରଙ୍ଗ: କଫି

କୁମ୍ଭ

ଦେବୀମାତାଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଖାଦ୍ୟ ପାନୀୟ ପ୍ରତି ବିଶେଷ ଧୢାନ ଦିଅନ୍ତୁ। ନୂଆ ଚାକିରିର ପ୍ରସ୍ତାବ ମିଳିପାରେ। ନୂଆ ଘର ବା ଭୂସ˚ପତ୍ତି କିଣିବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଘିଅରଙ୍ଗ

ମୀନ

ଆପଣ ନିଶ୍ଚୟ ନିଜର ଅଟଳ ବିଶ୍ୱାସ ଏବଂ ବୁଦ୍ଧିମତ୍ତା ଯୋଗୁଁ ସବୁ ସମସ୍ୟାର ସମାଧାନ କରିପାରିବେ ।  ବାହନ ଏବଂ ସ୍ୱାସ୍ଥ୍ୟକୁ ନେଇକରି ସାବଧାନ ରୁହନ୍ତୁ । ମାନ-ପ୍ରତିଷ୍ଠାରେ ଉନ୍ନତି ହେବ । ଆଜି ମନୋରଞ୍ଜନର ପଛରେ ଖର୍ଚ୍ଚ ହୋଇପାରେ । ଶୁଭରଙ୍ଗ: ଧୂସର

ପଢନ୍ତୁ: ଯଦି ଆପଣଙ୍କ ଘରେ ମନକୁ ଅଶ୍ୱସ୍ଥ ଗଛ ଉଠିଛି ତାହେଲେ କରନ୍ତୁ ନାହିଁ ଏହି କାମ

Related posts

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

ଆସନ୍ତୁ ଜାଣିବା କେମିତି କଟିବ ଆଜିର ଦିନ

Ratnamani Moharana

Leave a Comment