HOROSCOPES

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

ମେଷ

ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ।  ଶାରୀରିକ ଏବଂ ମାନସିକ ସୁସ୍ଥତା ସହିତ ଘରେ ମଧ୍ୟ ଆନନ୍ଦର ବାତାବରଣ ରହିବ।  ଶାରୀରିକ ଏବଂ ମାନସିକ ସୁସ୍ଥତା ସହିତ ଘରେ ମଧ୍ୟ ଆନନ୍ଦର ବାତାବରଣ ରହିବ। ଶୁଭରଙ୍ଗ: କଫି

ବୃଷ

କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ପୁରୁଣା ସମସ୍ୟାର ସମାଧାନ ହେବ। ପରିବାରର କୌଣସି ସଦସ୍ୟଙ୍କ ସହ ଆତ୍ମୀୟତା ବଢ଼ିବ। କର୍ମକ୍ଷେତ୍ରରେ ସଜାଗ ରହନ୍ତୁ । ସନ୍ତାନଙ୍କୁ ନେଇ ଚିନ୍ତା ବୃଦ୍ଧି ହେବ । ଶୁଭରଙ୍ଗ: ସବୁଜ

ମିଥୁନ

ଧନ ଲାଭ ଯୋଗ ରହିଛି ।ବୌଦ୍ଧିକ କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ଆପଣ ନୂଆ ବିଚାରରେ ପ୍ରଭାବିତ ହେବେ ଏବଂ ତାକୁ ଆପଣାଇବେ। ଗୁରୁଜନଙ୍କୁ ସମ୍ମାନ କରନ୍ତୁ । ପରିବାରରେ ମନମିଳାଇ ଚଳନ୍ତୁ । ଶୁଭରଙ୍ଗ: ସବୁଜ

କର୍କଟ

ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ଯେଉଁ କାମ ହାତକୁ ନେବେ ତାକୁ ସୁଚାରୁ ରୂପେ ତୁଲାଇ ସଫଳତା ପାଇବେ। ଅପ୍ରତ୍ୟାଶିତ ଧନ ପ୍ରାପ୍ତି ହେବ। ସମାଜରେ ମାନ ସମ୍ମାନ ପାଇବେ। ଶୁଭରଙ୍ଗ: ଧଳା

ସିଂହ

ଆଜି ଆପଣ ଦେବ କାର୍ଯ୍ୟରେ ମନ ନିବେଶ କରିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବ। ଉପର ଅଧିକାରୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ପିତା ଏବଂ ବଡ଼ଙ୍କଠାରୁ ଲାଭ ହେବାର ସମ୍ଭାବନା ଅଛି। ଶୁଭରଙ୍ଗ: କଫି

କନ୍ୟା

ମାନ-ସମ୍ମାନ ବଢ଼ିବ। ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ଆପଣଙ୍କ ଉପରେ ରହିବ। କର୍ମକ୍ଷେତ୍ରରେ ସଜାଗ ରହିବା ସହ ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।  ଶୁଭରଙ୍ଗ: ଲାଲ

ତୁଳା

କାର୍ଯ୍ୟକ୍ଷେତ୍ରରେ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇପାରେ। ବାଣୀ ଓ ବ୍ୟବହାର ଭଲ ରଖନ୍ତୁ। ପଇସା ନେଣେଦେଣେରେ ସାବଧାନତା ଅବଲମ୍ବନ କରନ୍ତୁ। ବ୍ୟବସାୟର ବିସ୍ତାର ପାଇଁ ଯୋଜନା କରି ପାରନ୍ତି। ଶୁଭରଙ୍ଗ: ଆକାଶିନୀଳ

ବିଛା

କୁଟୁମ୍ବରେ ଆନନ୍ଦ ଦେଖାଦେବ । ନିଜର ପ୍ରଭାବଶାଳୀ ବାଣୀରେ ଅନ୍ୟ ଲୋକମାନଙ୍କର ଧ୍ୟାନ କେନ୍ଦ୍ରିତ କରି ପାରିବେ। କର୍ମକ୍ଷେତ୍ରରେ ସଫଳତା ପାଇବେ । ବିଦ୍ୟାର୍ଥୀ ସଚେତନ ହେବା ଆବଶ୍ୟକ । ଶୁଭରଙ୍ଗ: ଧଳା

ଧନୁ

ଆଜି ଆପଣ ଘର ଏବଂ କାର୍ଯ୍ୟରେ ବୋଝ ଅନୁଭବ କରିବେ । ପରିବାର କିମ୍ବା ଜମି ସମ୍ବନ୍ଧିତ ମାମଲା ଉପରେ ଚର୍ଚ୍ଚା ଏବଂ ଯାତ୍ରା ଟାଳିବାକୁ ଉପଦେଶ।ଆୟ ମଧ୍ୟମ ରହିବ । ଶତ୍ରୁ ବୃଦ୍ଧି ହୋଇପାରନ୍ତି । ଶୁଭରଙ୍ଗ: ମେରୁନ

ମକର

କ୍ୟାରିଅରରେ ପରିବର୍ତ୍ତନ କରିପାରନ୍ତି। ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ଗୁରୁଜନଙ୍କ ସମ୍ମାନ କରନ୍ତୁ ।ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତିତ ରହିପାରନ୍ତି। ଈଶ୍ୱରଙ୍କୁ ଆରାଧନା କରନ୍ତୁ।ଶୁଭରଙ୍ଗ: ଗୋଲାପୀ

କୁମ୍ଭ

ଆଜି କାମର ରୂପରେଖ ପ୍ରସ୍ତୁତ କରି ଆଗକୁ ବଢ଼ନ୍ତୁ। ଇଟା ଓ ସିମେଣ୍ଟ ବ୍ୟବସାୟୀମାନେ ବଡ଼ ସଉଦା କରିପାରନ୍ତି। ସନ୍ତାନଙ୍କ ପ୍ରଗତିରେ ମନ ଖୁସି ରହିବ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଧୂସର

ମୀନ

ଆପଣଙ୍କ ଧୀଶକ୍ତି ଏବଂ ସଂପ୍ରେଷଣ କଳା ଆପଣଙ୍କୁ ଲକ୍ଷ୍ୟପ୍ରାପ୍ତି କରିବାରେ ସାହାଯ୍ୟ କରିବ ।  ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ଅପରାହ୍ଣ ପରେ କୌଣସି କଥାକୁ ନେଇ ଚିନ୍ତିତ ରହିପାରନ୍ତି। ଶୁଭରଙ୍ଗ: ଧଳା

ପଢନ୍ତୁ: ସକାଳୁ ଉଠିବା ପରେ କରନ୍ତୁ ଏହି କାମ: ଘରେ ସୁଖଶାନ୍ତିର ଅଭାବ ରହିବା ନାହିଁ

Related posts

୨୪ ନଭେମ୍ବର, ଶୁକ୍ରବାର – ରାଶିଫଳ

ENO Beuro

ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ

Ratnamani Moharana

୧୪ ନଭେମ୍ବର ମଙ୍ଗଳବାର , ରାଶିଫଳ

ENO Beuro

Leave a Comment