News

ମୋଦି କ୍ଷମତାକୁ ଆସିଲେ ରାଜନୀତି ଛାଡିଦେବି: ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ ଡି ଦେବେଗୌଡ଼ାଙ୍କ ପୁଅ

ଜ୍ୟୋତିଷ ଶାସ୍ତ୍ର  ଉପରେ ଗଭୀର ବିଶ୍ବାସ ରଖୁଥିବା କର୍ନାଟକ ପ୍ରଧାନମନ୍ତ୍ରୀ  ଏଚ ଡି ଗୌଡାଙ୍କ ପୁଅ ରେବନ୍ନା ଆଜି ଘୋଷଣା କରିଥିବା କଥା ଏବେ ଚର୍ଚାରେ। ତେବେ ଲୋକସଭା ନିର୍ବାଚନ ସମୟରେ ବିଭିନ୍ନ ନେତାମାନଙ୍କର ବୟାନ ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ରେବନ୍ନାଙ୍କ ମତରେ କର୍ନଟକରେ ଏପ୍ରିଲ ୧୮ରେ ନିର୍ବାଚନ ହେବ। ଏହି ସଂଖ୍ୟା ୟୁପିଏ ସରକାର  ପାଇଁ ଶୁଭଂକର। ଆପଣ ମୋର ଏହି କଥା ଲେଖି ରଖନ୍ତୁ ଯଦି ମୋଦୀ କ୍ଷମତାକୁ ଆସିଲେ ତେବେ ମୁଁ ରାଜନୀତିରୁ ସନ୍ୟାସ  ନେଇଯିବି।

ରେଭନ୍ନା ଏବେ କର୍ଣ୍ଣାଟକ ସରକାରରେ ମନ୍ତ୍ରୀ  ଅଛନ୍ତି। ମୋଦୀ ଗତ ପାଞ୍ଚ ବର୍ଷରେ କୃଷକଙ୍କ  ପାଇଁ କଣ କରିଛନ୍ତି। କର୍ଣ୍ଣାଟକ ରାଜ୍ୟ ସରକାର ୧୫ ଲକ୍ଷ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଉପକୃତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖକୁ ତାଲିକା ପଠାଇଛନ୍ତି। ମାତ୍ର କେନ୍ଦ୍ର କହୁଛି ଯେ, ଏ ପର୍ଯ୍ୟନ୍ତ ତାଲିକା ପହଞ୍ଚି ନାହିଁ।ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ବିଜେପି  ଏଥର କ୍ଷମତାକୁ ଆସିବେ ନାହିଁ।
ପଢନ୍ତୁ: ମୁଖ୍ୟମନ୍ତ୍ରୀ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଲା ବିଜେପି

Related posts

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାରଙ୍କ ପରଲୋକ

ENO Beuro

ଆୟୁଷ୍ମାନ ଭାରତ ଆରମ୍ଭ, ଉପକୃତ ହେବେ ୧୦କୋଟି ଗରିବ ପରିବାର

ENO Beuro

କଟକକୁ ଲେଉଟିଲା ଜଣ୍ଡିସ: ଶିଖରପୁରରେ ୨୦ରୁ ଅଧିକ ଆକ୍ରାନ୍ତ

ENO Beuro

Leave a Comment