News

ଜାମ୍ମୁରେ ସେନା ଯବାନଙ୍କ ଅପହରଣ ଘଟଣା ଗୁଜବ

army

ଯବାନ ଅପହରଣ ଖବର ମିଥ୍ୟା

ଜାମ୍ମୁ-କଶ୍ମୀରରେ ସେନା ଯବାନଙ୍କ ଅପହରଣ ଘଟଣା ଗୁଜବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରିଦେଇଛନ୍ତି । ଶନିବାର ଦିନ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟୀକରଣ ଦେଇ କହିଛି ଯେ, ସେ ନିରାପଦ ଅଛନ୍ତି।

ଜାମ୍ମୁରେ ବଡ଼ଗାମ୍‌ ଜିଲ୍ଲାର ଯବାନ ମହମ୍ମଦ ୟାସିନ୍‌ ଅପହରଣ ହୋଇଥିବା ନେଇ ଖବର ପ୍ରକାଶିତ ହୋଇଥିଲା । ମହମ୍ମଦ ସେନାର ଲାଇଟ୍‌ ଇନ୍‌ଫାଣ୍ଟ୍ରିରେ କାର୍ଯ୍ୟରତ ଥିଲେ । ଫେବୃଆରୀ ୨୬ରୁ ମାର୍ଚ୍ଚ ୩୧ ଯାଏଁ ସେ ଛୁଟିରେ ଆସିଥିଲେ।

ସୂଚନାଯୋଗ୍ୟ,ଶୁକ୍ରବାର ସନ୍ଧ୍ୟାରେ ଖବର ଆସିଥିଲା ଯେ ଜମ୍ମୁ ଓ କଶ୍ମୀର ଲାଇଟ୍ ଇନ୍‌ଫାଣ୍ଟ୍ରୀର ଯବାନ ମହମ୍ମଦ ୟାସିନଙ୍କୁ ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ସ୍ଥିତ ତାଙ୍କ ଘରୁ ଅପହରଣ କରି ନେଇଛନ୍ତି।

ପଢନ୍ତୁ;ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ୍‌: ସାଇନା, ଶ୍ରୀକାନ୍ତଙ୍କ ଅଭିଯାନ ଶେଷ

Related posts

ଆପଣ ଖାଉଥିବା ଖାଦ୍ୟ କେତେ ସୁରକ୍ଷିତ ? ଏବେ ନିଜେ ପରିକ୍ଷା କରି ଜାଣିପାରିବେ

ENO Beuro

ହ୍ୱାଟ୍ସଆପ୍‍ ମାଧ୍ୟମରେ ୨୯ ବୟସ୍କା ଯୁବତୀଙ୍କୁ ତିନି ତଲାକ୍‌ ଦେଲେ ୬୨ ବୟସ୍କ ବୃଦ୍ଧ

ENO Beuro

ଆଜି ଆଦିବାସୀ ଜନନାୟକ ମହାବିପ୍ଲବୀ ବିର୍ସା ମୁଣ୍ଡା ଙ୍କ ପବିତ୍ର ଜନ୍ମଦିବସ

ENO Beuro

Leave a Comment