Loading...

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଥ ମୁହାଁ ପୋଲିଂ ଅଧିକାରୀ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବୁଥ ମୁହାଁ ପୋଲିଂ ଅଧିକାରୀ

ଆଉ ଦିନକ ପରେ ନିର୍ବାଚନ । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରସ୍ତୁତି । ।ଆଜି ଇଭିଏମ୍‌ ସହ ବୁଥ୍‌ ଯିବେ ପୋଲିଂ ଅଧିକାରୀ ।

ଆଉ ଦିନକ ପରେ ନିର୍ବାଚନ । ପ୍ରଚାରର ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସବୁ ଦଳର ପ୍ରସ୍ତୁତି । । ଆଜି ଇଭିଏମ୍‌ ସହ ବୁଥ୍‌ ଯିବେ ପୋଲିଂ ଅଧିକାରୀ ।  ସୋମବାର ପ୍ରଚାର ସରୁଥିବା ବେଳେ ହାଇଭୋଲଟେଜ୍‌ ପ୍ରଚାରରେ କମ୍ପୁଛି ଅଞ୍ଚଳ।  ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ତ୍ର ପ୍ରଧାନ । ବିରୋଧୀଙ୍କ କଟାକ୍ଷକୁ ମନେ ପକାଇ ବିରୋଧୀଙ୍କୁ ସମାଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ ହାତରେ ଆଉ ଗୋଟିଏ ଦିନ ଥିବାରୁ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ପୂରା ଦମ୍‌ରେ ଲାଗିପଡ଼ିଛନ୍ତି।  

ସବୁ ବୁଥରେ କରାଯିବ ୱେବକାଷ୍ଟିଂ । ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରେ ୨୫୩ ବୁଥ ରହିଛି । ପ୍ରାୟ ୪୦ ପ୍ରତିଶତ ବୁଥ୍‌ ସମ୍ବେଦନଶୀଳ । ପ୍ରତି ବୁଥରେ ଜଣେ ପ୍ରଜାଇଡିଂ ଅଫିସର, ପୋଲିଂ ଅଧିକାରୀ ଓ ଜଣେ ପୋଲିସ କର୍ମୀ ନିୟୋଜିତ ହେବେ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.