LIFESTYLE

ହେଡ ଫୋନ ଲଗାଇ ଗୀତ ଶୁଣୁଛନ୍ତି କି!!! ଜାଣିନିଅନ୍ତୁ ଏହାର କୁପ୍ରଭାବ ସମ୍ପର୍କରେ

headphone

ମଣିଷ ବ୍ୟବସ୍ତବହୁଳ ଜୀବନରୁ ଟିକେ ସମୟ ପାଇଲେ ଗୀତ  ଶୁଣିବାକୁ  ଭଲ  ପାଏ। ଗବେଷଣାରେ ମଧ୍ୟ ସ୍ପଷ୍ଟ ଯେ ଗିତ ଶୁଣିବ  ଦ୍ଵାରା ମଣିଷ ବିଷାଦରୁ ମୁକ୍ତ ହେବାସହ ସତେଜ ରୁହେ। ଆଜିକାଲି ସ୍ମାର୍ଟ ଫୋନ ବି ଏହି ଅବଶ୍ୟକତାକୁ ପୁରଣ କରିଦଉଛି। ବିଶେଷ କରି ଯୁବ ପିଢୀ ଗୀତ ଶୁଣିବାକୁ ବେଶି ପସନ୍ଦ କରନ୍ତି। ଶବ୍ଦ ପ୍ରଦୂଷଣରୁ  ପରିବେଶକୁ ରକ୍ଷକରିବାକୁ ହେଡଫୋନର ବ୍ୟବାହାର କରାଯାଏ। ମାତ୍ର ଏହି ହେଡଫୋନ କେତେ ସମୟ ବ୍ୟବହାର କରିବା ଓ ଏଥିରେ କେତେ ପରିମାଣରେ ସାଉଣ୍ଡ ଦେଇ ଶୁଣିବା  ଦରକାର  ତାହା ବହୁତ କମ ଲୋକ ଜାଣିଛନ୍ତି ହଁ ଆଜ୍ଞା ଏହି ହେଡଫୋନ ମଧ୍ୟ ଆମ ପାଇଁ ଉପଯୋଗୀ ନୁହେଁ ଆସନ୍ତୁ ଜାଣିବା ହେଡଫୋନ ର କିଛି କୁପ୍ରଭାବ ସମ୍ପର୍କରେ..

 

ଗବେଷଣାରୁ ଜାଣିବାକୁ ମିଳିଛି ପାଖାପାଖି ୧.୧ ବିଲିୟନ୍‌ ଲୋକ ସଂପୂର୍ଣ୍ଣ ଭାବେ ଅଥବା ଆପେକ୍ଷିକ ଭାବେ ଏହି କାରଣରୁ ଶ୍ରବଣ ଶକ୍ତି ହରାଉଛନ୍ତି। ବିଶେଷ କରି ୧୨ରୁ ୨୫ ବର୍ଷ ବୟସ୍କଙ୍କ ଭିତରେ ଏହି ସମସ୍ୟା ଦେଖା ଦେଉଛି। ପ୍ରାୟ ୪୦ ପ୍ରତିଶତ ଲୋକଙ୍କ ଶ୍ରବଣ ଶକ୍ତି ଗୀତ ପାଇଁ ପ୍ରଭାବିତ ହେଉଛି ବୋଲି ଗବେଷକମାନେ ପ୍ରକାଶ କରିଛନ୍ତି।

ପଢନ୍ତୁ: ରକ୍ତଚାପ, ସୁଗାର ଓ କ୍ୟାନ୍ସର ଭଳି ରୋଗରୁ ମୁକ୍ତି ଚାହାଁନ୍ତି କି? ତେବେ ଆଜିହିଁ ପିଇବା ଆରମ୍ଭ କରନ୍ତୁ ଆଖୁ ରସ

 

Related posts

ଆପଣ ଜାଣନ୍ତି କି ଖରାପ ହୋଇ ଯାଇଥିବା କଦଳୀ ମଧ୍ୟ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ

ENO Beuro

ଖରାଦିନେ ପ୍ରତିଦିନ ପିଅନ୍ତୁ ଲସି , ଦୂର ହେବ ଏହି ସବୁ ରୋଗ

ENO Beuro

ମୁଖମଣ୍ଡଳ ନୁହେଁ, କେଶରୁ ଜାଣନ୍ତୁ ମହିଳାଙ୍କ ବ୍ୟକ୍ତିତ୍ୱ

ENO Beuro

Leave a Comment