LIFESTYLE

ବଡି ବିଲଡିଂ ବନେଇବା ପାଇଁ ଏହି ଖାଦ୍ୟ ଖାଆନ୍ତୁ

ଛତୁ ଖାଆନ୍ତୁ ଶରୀରରେ ପ୍ରୋଟିନ ମାତ୍ରା ବଢାନ୍ତୁ

ସମସ୍ତେ ଚାହାଁନ୍ତି ନିଜର ସ୍ୱାସ୍ଥ୍ୟ ଓ ଶରୀରକୁ ସୁନ୍ଦର ରଖିବାକୁ । ବିଶେଷ କରି ବଡିକୁ ନେଇ ଆଜିର ଯୁବପିଢି ଚିନ୍ତାରେ ଥାଆନ୍ତି । କେତେକ ଜିମ ଜାଆନ୍ତି ତ କେତେକ ଶୀଘ୍ର ବଡି ବନେଇବା ପାଇଁ ପ୍ରୋଟିନ ପାଉଡର ଖାଆନ୍ତି । କିନ୍ତୁ ଏବେ ଆପଣକୁ ଏମିତି ଏକ ଖାଦ୍ୟ ବିଷୟରେ କହିବୁ ଯାହା ଆପଣଙ୍କୁ ଶରୀରର ପ୍ରୋଟିନ ବଢାଇବାରେ ସାହାର୍ଯ୍ୟ କରିବ । ତେବେ ଆସନ୍ତୁ ଜାଣିବା ଏପରି ଏକ  ଖାଦ୍ୟ ଉପରେ ଯାହା ଆପଣଙ୍କୁ ବଡି ବନେଇବାରେ ସାହାଯ୍ୟ କରିବ ।

ଛତୁ ହେଉଛି ଏମିତି ଏକ ଖାଦ୍ୟ ,ଯାହା ଶରୀରକୁ ଖୁବ୍ ପ୍ରୋଟିନ ଦେଇଥାଏ । ଏହା ଖୁବ୍ ସୁସ୍ୱାଦୁ ସହ ଶରୀର ପାଇଁ ଉପଯୋଗୀ ମଧ୍ୟ । ଏହା ଶାକାହାରୀ ଲୋକଙ୍କ ପାଇଁ ଖୁବ୍ ଲାଭଦାୟକ । ୬ଟି ଅଣ୍ଡାରେ ଯେତିକି ପ୍ରୋଟିନ୍ ଥାଏ ,୧୦୦ଗ୍ରାମ୍ ଛତୁରେ ସେତିକି ପ୍ରୋଟିନ ମିଳିଥାଏ । ଏହା ପ୍ରୋଟେଷ୍ଟ ଓ ବ୍ରେଷ୍ଟ କ୍ୟାନସରରୁ ସୁରକ୍ଷା ଦେଇଥାଏ । ଛତୁ ସେହିସବୁ ଜିନିଷ ଦେଇଥାଏ ,ଯାହା ଜଣେ ମଧୁମେହ ରୋଗୀ ପାଇଁ ଦରକାର ।

ଏହାଛଡା ଆପଣ ଯଦି ଜିମ୍ ଯାଉଛନ୍ତି ତ ଅତିଶୀଘ୍ର ଛତୁକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ । ଆଉ ଶରୀରରେ ପୋଟ୍ରିନର ମାତ୍ରା ବଢାନ୍ତୁ । ଦେଖିବେ ଆପଣ ଖୁବ କମ ସମୟ ମଧ୍ୟରେ ବଡି ବନେଇ ପାରିବେ ।
ବଡି ବିଲଡିଂ ବନେଇବା ପାଇଁ ଏହି ଖାଦ୍ୟ ଖାଆନ୍ତୁ body bilding
ପଢନ୍ତୁ ;

ଅମୀରଙ୍କ ପରେ ଚୀନରେ ସଲମାନ ଖାନଙ୍କ ସିନେମା , ପ୍ରଥମ ଦିନରେ ଜବରଦସ୍ତ କଲେକ୍ସନ

Related posts

ଗାଧୋଇବା ପୂର୍ବରୁ ଏହି ଜିନିଷ ଖାଆନ୍ତୁ ନାହିଁ ? ଅସୁବିଧାରେ ପଡ଼ିପାରନ୍ତି !

Krishna Kumar Manoj

ଆପଣ ଜାଣିଛନ୍ତି କି ? ଉପବାସ କରିବା ଦ୍ଵାରା ବଢିଥାଏ ବୟସ ! ଜାଣନ୍ତୁ ଉପବାସ ଦ୍ଵାରା ମିଳୁଥିବା ଉପକାରିତା ବିଷୟରେ

Krishna Kumar Manoj

ଆସନ୍ତୁ ଜାଣିବା ଆମ୍ୱ ଟାକୁଆର ଉପକାରୀତା

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More